ଦୁଗ୍ଧ ଉତ୍ପାଦକ ସମବାୟ ସମିତିରେ ନିଆଁ ଲଗେଇଲେ ଦୁର୍ବୁତ
ଦୁଗ୍ଧ ଉତ୍ପାଦକ ସମବାୟ ସମିତିରେ ନିଆଁ ଲଗେଇଲେ ଦୁର୍ବୁତ
ଦେଢ ଲକ୍ଷ ଟଙ୍କାର ନୋଟ ଆଉ ଆଶବାବ ପତ୍ର ପୋଡି ପାଉଁଶ । ନିମାପଡା (୧୭/୪ ଏ.ପି.ନ୍ୟୁଜ) ଗତ ୧୬ ତାରିଖ ସନ୍ଧ୍ୟା ସମୟରେ ଦୁବୁର୍ତମାନେ ବଳଙ୍ଗା ଥାନା ଅନ୍ତର୍ଗତ କଅଁରପୁର ଗ୍ରାମରେ ଥିବା ଦୁଗ୍ଧ ଉତ୍ପାଦକ ସମବାୟ ସମିତିରେ ଏହି ଦୁର୍ବୁତ ନିଆଁ ଲଗେଇଦେବା ଫଳରେ ଦେଢଲକ୍ଷ ଟଙ୍କା ସହିତ ସମିତିର ବ୍ୟବହାର ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଖବର ପାଇଁ ଆଗ୍ନିକ ମାନେ ନିମାପଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ଏବଂ ବଳଙ୍ଗା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା ।