ଶିକ୍ଷୟିତ୍ରୀ ୨ବର୍ଷ ହେବ କାର୍ଯ୍ୟରେ ଯୋଗଦେଇଛନ୍ତି କିନ୍ତୁ ସ୍କୁଲକୁ ଆସୁନାହାଁନ୍ତି। ଡ଼େପୁଟେସନ ନିର୍ଦ୍ଦେଶକୁ ବାତିଲ କରିବାକୁ ପ୍ରଧାନ ଶିକ୍ଷକଙ୍କ ପ୍ରାର୍ଥନା
ନିମାପଡ଼ା,୨୨/୫(ଏପିନ୍ୟୁଜ) ନିମାପଡ଼ା ବ୍ଲକ ଅନ୍ତର୍ଗତ ତମ୍ପାଳୋର ଦାମଦୋର ହାଇ ସ୍କୁଲରେ ସୁଚିସ୍ମିତା ଦାସ (କଳାର ଟ୍ରେଣ୍ଡ ଶିକ୍ଷକ) ଡ଼େପୁଟେସନ ବଦଳିହୋଇ ଗତବର୍ଷ ଜାନୁୟାରୀ ରୁ ଯୋଗଦେଇଛନ୍ତି।
Read More