ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ୮୯ବର୍ଷ ପୁର୍ତି ଉତ୍ସବ ପାଳନ
ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ୮୯ବର୍ଷ ପୁର୍ତି ଉତ୍ସବ ପାଳନ
ନିମାପଡ଼ା, ନିମାପଡ଼ାରେ ଉତ୍କଳ ଦିବସକୁ ମହାସମାରୋହରେ ପାଳନ କରାଯାଇଛି । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନହେବାର ୮୯ତମ ବର୍ଷ ପାଳନ ଅବସରରେ ନିମାପଡ଼ାର ଜାଗ୍ରତ ଯୁବଶକ୍ତି ସଂଗଠନ ଦ୍ୱରା ଆୟୋଜିତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଳା । ଦୋଳବେଦୀ ଛକ ଠାରୁ ଦେବୀ ମଣ୍ଡପ ପର୍ଯ୍ୟନ୍ତ ପଦଯାତ୍ରାରେ ସମୟରେ ରାଜ୍ୟର ବରପୁତ୍ରମାନଙ୍କ ପ୍ରତିମୂର୍ତିିର୍ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞଳି ଜଣାଇଥିଲେ । ବୁଦ୍ଧିଜିବୀ, ବିଭିନ୍ନ ଅଣରାଜନୈତିକ ସଂଗଠନ, ସାମାଜିକ କର୍ମୀ , ଧାର୍ମିକ ଓ ସେବା ଅନୁଷ୍ଠାନ,ଶିକ୍ଷାନୁଷ୍ଠାନ
ଏକାଠି ହୋଇ ସ୍ୱାଭିମାନ ପଦଯାତ୍ରା ସାମିଲ ହୋଇଥିଲୋ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଯେଉଁ ବରପୁତ୍ରଅସୀମତ୍ୟାଗ ଓ ବଳିଦାନ ଦେଇଛନ୍ତି ଆମଭାଷା ସାହିତ୍ୟ ଓ ସଂସ୍କୃତିର ଗୈାରବ ବୁଦ୍ଧି କରିଛନ୍ତିସେମାନଙ୍କ ଉଦ୍ଧେଶ୍ୟରେ ଭାବପୁର୍ଣ୍ଣ ଶ୍ରଦ୍ଧାଞଳି ଜ୍ଞାପନ
କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷକ ନେଥା ଦେବେନ୍ଦ୍ର ସାହୁଙ୍କ ସଭୋପତିତ୍ୱରେ ମୁଖ୍ୟ ଅତିଥିଭାବେ ସମ୍ବାଦିକ ଶରତ କୁମାର ସେନାପତି , ମୁଖ୍ୟବକ୍ତା ଭାବେ ସାମାଜିକ କର୍ମୀ କିଶନ କୁମାର ସାହୁପ୍ରମୁଖ ଯୋଗଦେଇ ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞଳି
ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ମହାନ୍ତି, ରାଧାମୋହନ ଦାଶ, ଦେବେନ୍ଦ୍ର ମୁଦୁଲି, କୃଷ୍ଣ ଚନ୍ଦ୍ର ରାଉତ କୃଷ୍ଣମୋହନ ବେହେରା, ମକ୍ତ ବିହାରୀ ମିଶ୍ର ପ୍ରଭାକର ନନ୍ଦ, କୃଷ୍ଣ ଚନ୍ଦ୍ର ପାତ୍ର ପ୩୍ରମୁଖ ଯୋଗଦେଇଥିଳେ । ଆବାହକ ଆଦର୍ଶ ଦାଶ , ସମୀର ରଞନ ରାଉତରାୟ ନୟାସବେରା ଅନୁଷ୍ଠାନ ନିର୍ମଳ ପରିଜା ଏବଂ ପ୍ରତାପ ଚନ୍ଦ୍ର ସାହୁ , ପ୍ରମୁଖ ଯୋଗଦେଇ ଓଡ଼ି।। ପ୍ରଦୋ ଗଠନର ତାର୍ପର୍ଯ୍ୟ ସଂକ୍ରାନ୍ତରେ ଜନଜାଗରଣ ସୃଷ୍ଟି କରିଥିଲେ ।
୍ରଦାନ କରାଯାଇଥିଲା