ବିଦ୍ୟାଳୟ ପ୍ରବେଶ ଓ ଖଡ଼ିିଛୁଆଁ ଉତ୍ସବକୁ ଉଦଘାଟନ କଲେ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ବିଦ୍ୟାଳୟ ପ୍ରବେଶ ଓ ଖଡ଼ିିଛୁଆଁ ଉତ୍ସବକୁ ଉଦଘାଟନ କଲେ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ନିମାପଡ଼ା, ପୁରୀ ଜିଲାର ନିମାପଡ଼ା ଏବଂ ଗୋପ ଶିକ୍ଷା ମଣ୍ଡଳ ପକ୍ଷରୁ ମିଳିତ ଭାବେଅୟୋଜିତ ନୀଳଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡ଼ିିଛୁଆ କାର୍ଯ୍ୟକ୍ରମ ତଥା ଉଦଘାଟନଉତ୍ସବ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଳେ । ଜାତୀୟ ଶିକ୍ଷାନୀତି ୨୦୨୦କୁ ଚଳିତ ଶିକ୍ଷା ବର୍ଷ ୨୦୨୫-୨୬ ରେ ଲାଗୁ ଓଡ଼ି।। ସରକାର କରିଛନ୍ତି । ଶିଶୁ ବାଟିକା ପିଲାମାନଙ୍କୁ ସେପ୍ଟେମ୍ବର ୧ତାରିଖ ସୁଧା ୫ ବର୍ଷ ହୋଇଥିବା
ଦରକାର ନାମ ଲେଖାଇଥିବା ଶିଶୁ ବାଟିକାର ବିଦ୍ୟାର୍ଥିୀମାନଙ୍କୁ ଶିକ୍ଷା ଉପକରଣ ବଟଂନ ସହ ଖଡ଼ିଛୁଆଇଁ ଥିଲେ ଏବଂ ସଚେତନତା ପାଇଁ ଶିକ୍ଷାରଥ ଭ୍ରମଣର ଶୁଭ ଉଦଘାଟନ କରିଥିଲେ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ । ଏହି ରଥ ଦୁଇ ଶିକ୍ଷାମଣ୍ଡଳ ଭ୍ରମଣ କରି ସଚେତନତା ସୃଷ୍ଟି କରିବ । ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମରେ ନିମାପଡ଼ା ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ , ଗେପ ବ୍ଲକ ଅଧ୍ୟକ୍ଷ
ଝୁନୁ ମଳିକ ଜିଲାପରିଷଦ ସଭ୍ୟ ପ୍ରମୋଦ ରାୟ ଜଗତସିଂପୁର ସାସଂ ଦ ପ୍ରତିନିଧି ସୁଶାନ୍ତ ସ୍ୱାଇଁଓ ମୀନଲତା ମହାନ୍ତି ତେରୁଣ୍ଡିଆ ସରପଞ ନିରୂପମା ପ୍ରଧାନ ସମିତି ସଭ୍ୟ ତିଳୋତ୍ତମା ବାରିକ ଗୋପ ଶିକ୍ଷା ମଣ୍ଡଳ ଅଧିକାରୀ ସୁନିଲ କୁମାର ବ୍ରହ୍ମା ନିମାପଡ଼ା ଶିକ୍ଷା ମଣ୍ଡଳ ଅଧିକାରୀ ଦ୍ୱିତିକାନ୍ତ ପ୍ରଧାନଙ୍କ ପୈାରହିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ନୀଳକଣ୍ଠେଶ୍ୱର ôିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ସେନାପତି ସ୍ୱାଗତ କରିଥିଳେ । ଉତ୍ସବକୁ ପରିଚାଳନା କରିଥିଳେ ଜସିମ ଉଦ୍ଦିନ ଏବଂ ମଧୁମିତା । ଦୁଇ ଶି୪ା ମଣ୍ଡଳର ସିଆରସିସି ଏବଂ ସ୬ମସ୍ତ ଶିକ୍ଷକ ଏବଂ ଅଭିଭାବକମାନେ ଉପସ୍ଥିତଥିଲେ ।