ରାଜ୍ୟ

ଭାରତୀୟ ବିଦ୍ୟାନିକେତନ, ନିମାପଡା ପକ୍ଷରୁ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ

Spread It

ଭାରତୀୟ ବିଦ୍ୟାନିକେତନ, ନିମାପଡା ପକ୍ଷରୁ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ.

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଆର୍ତବନ୍ଧୁ ମହାନ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ. ବିଦ୍ୟାଳୟର ଶିଶୁ ମାନଂକୁ ଓଡିଶା ଦିବସ ପାଳନ ବିଷୟରେ କହିଥିଲେ. 89ବର୍ଷ ପୂର୍ବେ ଓଡିଶା ଭାଷା ଭିତିକ ପ୍ରଦେଶ ଗଠନ ହୋଇଥିଲା ବୋଲି ସୂଚନା ଦେଇଥିଲେ ସମ୍ମାନିତ ଅତିଥି ଦେବଶିଷ ପତି. ଶିକ୍ଷାବିତ ମନୋଜ ବେହେରା ଯୋଗଦେଇଥିଲେ. ପ୍ରଧାନ ଆଚାର୍ଯ୍ୟ ଜ୍ଞାନରଞ୍ଜନ ପଣ୍ଡା. ସମ୍ପାଦକ ହରିହର ତ୍ରିପାଠୀ ଙ୍କ ଶହ ସମସ୍ତ ଗୁରୁମା ଓ ଗୁରୁଜୀ ଉପସ୍ଥିତ ଥିଲେ. ବିଦ୍ୟାନିକେତନର କୃତି ଛାତ୍ର ଛାତ୍ରୀ ମାନଂକୁ ପୁରସ୍କୃତ କରାଯାଇଥିଲା

Leave a Reply

Your email address will not be published. Required fields are marked *