LOCALଜାତୀୟରାଜନୀତିରାଜ୍ୟ

ଆତଙ୍କବାଦ ବିରୁଦ୍ଧରେ ବିଜେଡି ପକ୍ଷରୁ କ୍ୟାଣ୍ଡେଲ ରାଲି

Spread It

ନିମାପଡା ବିଜୁ ଜନତା ଦଳ ପକ୍ଷରୁ ଆଜି ସନ୍ଧ୍ୟାରେ ପହଲଗାଁଓ ରେ ଆତଙ୍କବାଦୀମାନଙ୍କ ଗୁଳି ମାଡରେ ୨୪ଜଣ ପର୍ଯ୍ୟଟକଙ୍କ ସହ ଓଡିଶାର ପ୍ରଶାନ୍ତ କୁମାର ଶତପଥୀ ଗୁଳିମାଡରେ ମୃତ୍ୟୁ ହୋଇଛି । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳ ସଭା ବ୍ଲକ୍ ଛକରେ ଅନୁଷ୍ଠିତ ହୋଇଥିଲା । ଦିଲ୍ଲିପ ନାୟକଙ୍କ ନେତୃତ୍ୟରେ କାଉନସିଲର ଧନୁର୍ଦ୍ଧର ଦାଶ, କୁଞ୍ଜଲତା ସାମଲ, ଅଜୟ ଭୋଇ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ମହାବୀର ପୀଠରୁ କ୍ୟାଣ୍ଡେଲ ଧରି କର୍ମୀମାନେ ରାଲି କରି ପାକିସ୍ଥାନ ମୁର୍ଦାବାଦ, ଆତଙ୍କବାଦୀ ମୁର୍ଦାବାଦ ଇତ୍ୟାଦି ଧ୍ବନି ଦେଇ ରାଲି କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave a Reply

Your email address will not be published. Required fields are marked *