ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ନିମାପଡ଼ା ବ୍ଲକର ଏ୧ ଗ୍ରେଡ଼ ପାଇଛନ୍ତି ୧୭ ଜଣ ଛାତ୍ର ଛାତ୍ରୀ
ନିମାପଡ଼ା (ଏ.ପି ନ୍ୟୁଜ) ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ନିମାପଡ଼ା ବ୍ଲକରେ ୧୭ ଜଣ ଛାତ୍ରୀ ଏ୧ଗ୍ରେଡ଼ ପାଇଥିବାବେଳେ ବ୍ଲକର ଟପ୍ପର ହୋଇଛନ୍ତି ଉତ୍କଳମଣୀ ବିଦ୍ୟାପୀଠ ନୂଆସନ୍ଥର ଛାତ୍ର ତନ୍ମୟ ମିଶ୍ର ସେ ୫୬୭ ସର୍ବାଧିକ ନମ୍ବର ରଖିଛନ୍ତି। ଏହି ବିଦ୍ୟାଳୟର ଅନ୍ୟଜଣେ ଛାତ୍ର ଅମିତେନ୍ଦ୍ର ସାହୁ ଏ୧ ଗ୍ରେଡ଼ ପାଇଛନ୍ତି। ସେହିଭଳି ନିମାପଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୧୦ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ଼ ପାଇଛନ୍ତି ଗୋଟିଏ ବିଦ୍ୟାଳୟର ୧୦ ଜଣ ଚାତ୍ରଛାତ୍ରୀ ଏ୧ ଗ୍ରେଡ଼ ପାଇବା ବିରଳ ଅଟେ।
ବିଷ୍ଣୁସୁଧା ସ୍ବାଇଁ ନମ୍ବର ୫୬୧, ଅନ୍ନପୁର୍ଣ୍ଣ ବିଦ୍ୟାପୀଠ ଚାରିଛକ ଏ୧ ଗ୍ରେଡ଼
ଆଦାଶ୍ୟା ମିଶ୍ର ନମ୍ବର ୫୬୦ ଜ.ବ.ରା. ସରକାରୀ ବାଳିକା ବିଦ୍ୟାଳୟ ନିମାପଡ଼ା,ଏ୧ ଗ୍ରେଡ଼
ତନ୍ମୟ ମିଶ୍ର ୫୬୭ (ଡ଼ାହାଣ ପଟ) ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆସନ୍ଥ
ଅମିତେନ୍ଦ୍ର ସାହୁ ମାର୍କ ୫୬୫ (ବାମଫଟ) ଉତ୍କଳମଣୀ ସରକାରୀ ହାଇସ୍କୁଲ ନୂଆସନ୍ଥ
ରାଜଲକ୍ଷ୍ମୀ ମହରଣା ୫୪୧ , ବନ୍ତୁଗ୍ରାମ ନୋଡ଼ାଲ ହାଇ ସ୍କୁଲ ବନ୍ଥୁ .ନିମାପଡ଼ା
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୦ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ଼ ପାଇଛନ୍ତିତ
ରତିପୂର୍ଣ୍ଣା ଶତପଥୀ ୫୫୮ , ନିଗମାନନ୍ଦ ବିଦ୍ୟାପୀଠ ତେରୁଣ୍ଡିଆ