ହାଇୱାକୁ ପଛରୁ ପିଟିଲା ହାଇୱା । ଦୁଇ ଆହତ;
ହାଇୱାକୁ ପଛରୁ ପିଟିଲା ହାଇୱା । ଦୁଇ ଆହତ;
ନିମାପଡା ୩୦/୫ (ଇମିସ) ବମ୍ବେ ଢାବା ସମ୍ମୁଖରେ ରାସ୍ତାରେ ଠିଆ ହୋଇଥିବା ହାଇୱାକୁ ଆଉ ଏକ ହାଇୱା ଦୃତ ଗତିରେ ଆସି ପଛ ପଟରୁ ଧକ୍କା ଦେଲା । ଧକ୍କା ଦେଇଥିବା ହାଇୱାର ଚାଳକ ଏବଂ ସହଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ପୁଲିସ୍ ଘଟଣା ସ୍ଥଳରେ ପହଂଚି ହାଇୱାକୁ ଜବତ କରି ମାମଲା ରୁଜୁ କରିଅଛି । ରାତି ତମାମ ଏହି ହାଇୱାମାନେ ଚୋରାବାଲି ପରିବହନ କରୁଥିବାରୁ ଦୃତ ଗତିରେ ଯାତାୟତ କରୁଛନ୍ତି । ଏହା ଫଳରେ ଦୁର୍ଘଟଣା ଘଟୁଛି ।