ରାଜ୍ୟ

ଉତ୍କର୍ଷ ନିମାପଡା ଉତ୍ସବ ସ୍ଥାନ ନିକଟରେ ନିଷ୍କାସପନ ହେଉନାହିଁ ବର୍ଷା ଜଳ

Spread It

ନିମାପଡା ୨୧/୬(ଏପିନ୍ୟୁଜ) ନିମାପଡାରେ ପାଣି ନିଷ୍କାସନର କୌଣସି ସୁବିଧା କରାଯାଉନାହିଁ। ଆଜି ଅପରାହ୍ନ ସମୟରେ ହୋଇଥିବା ବର୍ଷାଦ୍ବାରା ରାସ୍ତା ଉପରେ ଚାଲୁଥିଲା ଆଣ୍ଠୁଏ ପାଣି। କିଛି ଦିନ ତଳେ ନିମାପଡାରେ ଉତ୍କର୍ଷ ନିମାପଡା ଉତ୍ସବ ପାଳନ କରାଯାଇଥିଲା। ମାତ୍ର ଆଜି ବର୍ଷା ପରେ ସେହି ଗ୍ରାମର ରାସ୍ତା ଉପରେ ବର୍ଷା ପାଣି ଜମିଥିବାର ଦୃଶ୍ୟ ଦେଖିବାକୁ ମିଳିଛି, ମାତ୍ର ଏହା ସମାଧାନ ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଏନ୍‌.ଏ.ସି ରେ ଡ୍ରେନ୍‌ ଗୁଡିକ ଠିକ୍‌ରେ ସଫା ମଧ୍ୟ ହେଉନାହିଁ। ଯାହା ଫଳରେ ବଜାର ଉପରେ ମଧ୍ୟ ବହୁତ ପାଣି ଜମା ରହୁଛି। ପ୍ରଶାସନ ପକ୍ଷରୁ ଏହାର କୌଣସି ସମାଧାନ କରାଯାଉନାହିଁ।

 

Leave a Reply

Your email address will not be published. Required fields are marked *