୬ମ ଟୁବୁଲି ମେମୋରିଆଲ ବାରବାଟୀ କପ କ୍ରିକେଟ
ନିମାପଡ଼ା, ୩/୧୨ (ଏ.ପି ନ୍ନିୟୁଜ)ମାପଡ଼ା ବାରବାଟୀ ପଡ଼ିଆରେ ଚାଲିଥିବା ଟୁବୁଲି ମେମୋରିଆଲ ବାରବାଟୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି କଟକର ଜୁଭେନାଇଲ ସ୍ପୋଟିଂ , କିଶୋର କ୍ଲବ ଭୁବନେଶ୍ବରକୁ ୧୪ ରନରେ ହରାଇ ଚୁତର୍ଥଦଳଭାବେ ସେମିଫାଇନାଳରେ ପ୍ରବେଶ କରିଛି। ଜୁଭେନାଇଲ ପ୍ରଥମେ ବ୍ୟାଟିଂ କରି ୧୩୭ ରନ ଥିଲେ। ମଧ୍ୟାହ୍ନ ବିରତିପରେ ୧୩୮ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଆରମ୍ଭକରି ୨୪,୧ ଓଭରରେ ୧୨୩ ରନକରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ। ଖେଳ ପରିଚାଳନା କଲେ ଅଭିନନ୍ଦନ ପାତ୍ର ଓ ତ୍ରିଭୁବନ ଦାଶ।
