ତୋରିଅବନ୍ଧ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଶ୍ୱୀନି ପ୍ରଧାନ ଗିରଫ
ନିମାପଡ଼ା, ୩/୧୨(ଏପି ନ୍ୟୁଜ) : ତୋରିଅନ୍ଧ ହତ୍ୟାମାମଲା- ଗତ କାଲି ଜମି ବାଡ଼ି ଗଣ୍ଡଗୋଳକୁ ନେଇ ଅଶ୍ୱୀନି କୁମାର (ପୁତୁରା) ଅମୀୟ ପ୍ରଧାନଙ୍କୁ(ଦାଦା) କଟୁରୀ ମାରି ଗାଁ ଦାଣ୍ଡରେ ହତ୍ୟା କରିଥିଲେ । ଅଶ୍ୱୀନି କୁମାର ଏବଂ ତାଙ୍କ ୫ଜଣ ସହଯୋଗୀଙ୍କୁ ଗିରଫ କରିବା ସହ ସେଠାରୁ ମାରଣାସ୍ତ୍ର ସହ ବୁଲେଟଗାଡ଼ି ଜବତ କରିଛନ୍ତି ପୋଲିସ କର୍ତୁପକ୍ଷ ବୋଲି ସୁଚନା ମିଳିଛି ।
