ରାଜ୍ୟ

ତୋରିଅବନ୍ଧ ହତ୍ୟାଘଟଣାରେ ‌ପୋଲିସ କଲା ପର୍ଦାଫାସ

Spread It

ବଳଙ୍ଗା 04/12 (ଏପି ନ୍ୟୁଜ) – ଆଜି ବଳଙ୍ଗା ଥାନାରେ ପିପିଲି ଏସ୍ ଡ଼ି ପିଓ ଦେବାସିଷ ମିଶ୍ର ସାମ୍ବାଦିକ ସମ୍ମୀଳନୀରେ ପ୍ରକାଶ କରିଛନ୍ତି କି ଗତ 2 ତାରିଖ ଦିନ ତୋରିଅବନ୍ଧ ଗ୍ରାମରେ ଘଟିଥିବା ହତ୍ୟା କାଣ୍ଡରେ ଅଶ୍ବିନୀ କୁମାର ପ୍ରଧାନ (24 ବର୍ଷ) ‌ଏବଂ ପ୍ରଭାତୀ ପ୍ରଧାନ (45 ବର୍ଷ) ସଞ୍ଜୟ ବିଦିକା (‌କୋରାପୁଟର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ପଦଗଡ଼ା) , ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରୀୟା ପ୍ରଧାନ (29 ବର୍ଷ) ଏହି ଘଟଣାରେ ଗିରଫ ହୋଇଛନ୍ତି  ବଳଙ୍ଗା ଥାନା କେସ ନଂ- 270 ରେ ମାମଲା ରୁଜୁ କରିଛି, ସୁଚନା  ଯୋଗ୍ୟ ଏହି ଘଟଣାରେ ମୃତ ଅମୟପ୍ରଧାନଙ୍କ ସ୍ତ୍ରୀ କୌଶଲ୍ୟା ସ୍ବାଇଁ (49 ବର୍ଷ)  ଅଭିଯୋଗ କ୍ରମେ ଏହି ମାମଲା ରୁଜୁ ହୋଇଛି ଏହି ସାମ୍ବାଦିକ ସମ୍ମିଳନୀରେ ବଳଙ୍ଗା ଥାନା ଅଧିକାରୀ ଉପସ୍ଥିତ ଥିଲେ 

Leave a Reply

Your email address will not be published. Required fields are marked *