ରାଜ୍ୟ

ଦିବ୍ୟ ଜୀବନ ସଂଘର ଶାଖାର  ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପୂର୍ବରୁ ଜନହିତକର କାର୍ଯ୍ୟ

Spread It

 

 ନିମାପଡ଼ା, ୭/୧୨   (ଏ.ପି ନ୍ୟିୁଜ)ଦିବ୍ୟ ଜୀବନ ସଂଘ – ନିମାପଡ଼ା ଶାଖାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ  ଆସନ୍ତା  ଜାନୁୟାରୀ   ମାସରେ ପାଳନକରିବ। ଏହି ଅବସରରେ ଜଳିତମାସ ଡ଼ିସେମ୍ବର ମାସରୁ ନିମାପଡ଼ାରେ  ବିଭିନ୍ନ ସ୍ଥାନରେ  ଜନହିତକର କାର୍ଯ୍ୟହାତକୁ ନେଇ କାମ ଆରମ୍ଭ କରିଛି। ଏହି ଅବସରରେ ଆଜି ନିମାପଡ଼ା   ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କାର୍ଯ୍ୟକ୍ରମ ହାତକୁ  ସଫାସୁତରା କରାଯାଇଛି।ନେଇ ସଂଘ ସଂପାଦକ  ନିରଞନ ସ୍ବାଇଁ ଙ୍କ ନେତୃତ୍ବରେ ଭାଇମାନେ ଦୀର୍ଘ ୪ ଘଣ୍ଟାକାଳ ସଫେଇ କରିଥିଲେ। ସ ଡ଼ାକ୍ତରଖାନାରୁ ବାହାରୁଥିବା ବଜ୍ୟ ପଦାର୍ଥଗୁଡ଼ିକ ସଫା କରିଥିଲେ। ଏହି ସଫେଇ କାର୍ଯ୍ୟ ଫାର୍ମାଶିଷ୍ଟଆଇ ତ୍ରିନାଥ ପାତ୍ରଦିଗଦର୍ଶନରେ ଶାଖାସଂଘରସଭ୍ୟ ପବିତ୍ର ମୋହନ ବରାଳ, ଗଗନବିହାରୀ ସେନାପତି, ଦିବାକର ରାଉତ, ସତ୍ୟପ୍ରକାଶ ସ୍ବାଇଁ ପ୍ରଫୁଳ ସାହୁ, ସଜଂୟ ଖୁଣ୍ଟିଆ, ସନ୍ଦୀପ କୁଣ୍ଡୁ, ଗଗନ ସାହୁ, ହୃଷିକେଷ ନାୟକ ପ୍ରମୁଖ ସଫେଇ କାର୍ଯ୍ୟରେ ଉପସ୍ଥିତ ରହିଥିଲେ।(ଫଟ)

Leave a Reply

Your email address will not be published. Required fields are marked *