କ୍ରୀଡା

୧୯ ବର୍ଷରୁ କମ ଏସିଆ କପ। ଭାରତ  ୩୧୫ ରନରେ ବିଜୟୀ

Spread It

 

ଦୁବାଇ (ଏଜେନ୍ସି) ଦୁବାଇ ରେ ଚାଲିଥିବା ଏସିସି ପୁରୁଷ ଏସିଆ କପ ୨୦୨୫ କ୍ରିକେଟ ପ୍ରତିଯୋଗିତାର ଆଜି  ଦୁବାଇର ସେବଶ ଷ୍ଟାଡ଼ିୟମରେ  ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚରେ ଭାରତ ମାଲେସିଆକୁ ୩୧୫ ରନ ବୃହତ ବ୍ୟବଧାନରେ ପରାଜିତ କରିଛି। ଭାତର ୧୯ ବର୍ଷରୁ କମଦଳ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ଉଇକେଟ ହରାଇ ୪୦୮ ରନ କରିଥିଲା।। ଦଳର ବ୍ୟାଟର ଅଭିଜ୍ଞାନ କୁଣ୍ଡୁ ୨୦୯ ରନ କରି ଅପରାଜିତ , ବୈଭବ  ସୂର୍ଯ୍ୟବଶୀଂ ୨୬ ବଳରେ ୫୦ରନ ଏବଂ ବେଦାନ୍ତ ତ୍ରିବେଦୀ ୯୦ ରନ କରିଥିଲେ  ଏହାର ଜବାବରେ ମାଲେସିଆ ୩୨.୧ ଓଭରରେ ୯୩ରନ କରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ।ଭାରତର ବୋଲର ଦୀପେସ ଦେବେନ୍ଦ୍ରନ ୫ ଉଇକେଟ ହାସଲ କରିଥିଲେ  ।

Leave a Reply

Your email address will not be published. Required fields are marked *