ଉପ- ମୁଖ୍ୟମନ୍ତ୍ରୀଙ୍କୁ କଳାପତକା ଦଖୋଇ ଦୁଇ ଯୁବକ ଗିରଫ
ନିମାପଡ଼ା(,ଏ.ପି ନ୍ୟିୁଜ) ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗଦବୋକୁ ନିଜ ନିର୍ବାଚନ ମଣ୍ଡଳୀ ନିମାପଡ଼ା ଗ୍ରସ୍ତ କରିଥିଲେ। ଦିନ ସାଢେ ୧୧ସମୟରେ ସବୁଠାରୁ ଜନଗହଳି ସ୍ଥାନ ଦୋଳବଦେୀ ଛକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗ୍ରସ୍ତ କରୁଥିବା ବଳେେ ନିମାପଡ଼ା ର ଦୁଇଜଣ ବିଜଡ଼େି ଯୁବ ସର୍ମଥକ ସୁଜିତ କୁମାର ବହେରୋ ଏବଂ ରାକଶେ କୁମାରସାହୁ ଉପ ମୁଖ୍ୟମନ୍ତ୍ରୀଙ୍କୁ କଳାପତକା ପ୍ରର୍ଦଶନ କରିଥିଲେ। ତୁରନ୍ତ ପୁଲିସ ହସ୍ତକ୍ଷପେକରି ଦୁଇ ଯୁବକଙ୍କୁ ନିଜ ହପାଜତକୁ ନେଇଥିଲା। ଦୋଳବଦେୀ ଛକରେ ଡ଼ିୟୁଟିକରୁଥିବା ହୋମଗାର୍ଡ଼ ଙ୍କ ଅଭିଯୋଗ କ୍ରମେ ନିମାପଡ଼ା ପୁଲିସ ଦୁଇ ଯୁବକଙ୍କୁ ଗିରଫ କରି ୧୨୬(୨), ୨୯୬, ୧୧୫(୨)୧୩୨, ୧୦୯ ଦଫା ଲଗାଇକୋର୍ଟ ଚାଲଣ କରିଛି। ଗିରଫ ଦୁଇ ଯୁବକ ବିରୁଦ୍ଧରେ ଜୀବନରେ ମାରିଦେବାକୁ ଉଦ୍ୟମ କରୁଥିବା ଦଫା ପୁଲିସ ଲଗାଇଥିବା ସୁଚନା ମିଳିଛି। ଦୁଇ ଯୁବକଙ୍କୁ ଜାମିନ ନାମଜୁଂର ହବୋରୁ ସମୋନଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ସୁଚନା ଯୋଗ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବ୍ଲକ ଅଫିସରେ ଭତ୍ତା ବଣ୍ଟନ ଶିବିର , ଜଳସଚେନ ବିଭାଗ ପକ୍ଷରୁ ୩କୋଟି ଟଙ୍କା ବ୍ୟୟରେ ନିର୍ମିତ ହବୋକୁ ଥିବା କନୋଲ ପ୍ରାଚୀର କାନ୍ଥ ଏବଂ ବନ୍ଧରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦବୋପାଇଁ ଗ୍ରସ୍ତ କରିଥିଲେ। କଳା ପତକା ଦେଖାଇ ଥିଲେ। ଗିରଫ ହୋଇଥିବା ଯୁବକ ସୁଜିତ ବହେରୋ କହିଛି ବାଲି ମାଟି ଦିନ ଦ୍ବିପହରରେ ଚୋରୀ ହେଉଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମ ଏବଂ ଜିଲାର ଅଧିକାରୀମାନଙ୍କ ପାଖକୁ ପଠାଲି ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କବେଳ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକରୁଛନ୍ତି କିନ୍ତୁ ନିର୍ମାଣ କାର୍ଯ୍ୟଆରମ୍ଭ ହେଉନାର୍ହି ତାର ପ୍ରତିବାଦକରି କଳାପତକା ଦଖୋଇ ପ୍ରତିବାଦ କରିଛିବୋଳଇ ଗିରଫ ସୁଜିତ ବହେରୋ କହିଛନ୍ତି।
