ରାଜ୍ୟ

ଶ୍ରମିକ ନୁହେଁ ସମୃଦ୍ଧି ପଥରେ ଶିଶୁ ଙ୍କୁ ନେବା: ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା

Spread It

ପୁରୀ (ଏ.ପି ନ୍ୟିୁଜ) ବିବାହ କୁ ନା କରି ବେକରେ ମଙ୍ଗଳ ସୂତ୍ର ନୁହେଁ ଉପଯୁକ୍ତ ଶିକ୍ଷା ଲାଭ କରି ଦେଶର ବିକାଶ ର ସୂତ୍ରଧର ସାଜିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର।ଆଜି ଟାଉନ ହଲ ଠାରେ ୩ ଦିନିଆ ନାନୋ ଇଣ୍ଟରନ୍ୟାସନାଲ ଚିଲଡ୍ରେନ ଫିଲ୍ମ ଫେଷ୍ଟିଭାଲ ଅନ ଚାଇଲ୍ଡ ରାଇଟ ବା ଶିଶୁ ଅଧିକାର ସମ୍ପର୍କରେ ନାନୋ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ର ଉଦଯାପନ ଦିବସ ଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ପ୍ରତ୍ୟେକ ଶିଶୁ ଅମୃତ ର ସନ୍ତାନ।ସେମାନଙ୍କ ର ଏକ ସୁନ୍ଦର ଭବିଷ୍ୟତ ଅଛି।ସେମାନେ ଆମ ରାଷ୍ଟ୍ର ର ଅମୂଲ୍ୟ ସମ୍ପଦ।ସେମାନଙ୍କୁ ଆମେ ସୁରକ୍ଷା ଦେବା, ସେମାନଙ୍କ ପ୍ରତିଭା ବିକାଶ ରେ ସହାୟକ ହେବା ଆମର କର୍ତ୍ତବ୍ୟ ଓ ଦାୟିତ୍ୱ।ସେମାନଙ୍କ ସୁରକ୍ଷା ଓ ଭବିଷ୍ୟତ ପାଇଁ ଆଇନରେ ଅନେକ ପ୍ରାବଧାନ ରହିଛି।ବାଲ୍ୟ ବିବାହ ହଟାଇ, ଶିଶୁ ଶ୍ରମିକ ଦୂରେଇ ଆମେ ସେମାନଙ୍କୁ ପ୍ରଗତି ପଥରେ ନେ…

Leave a Reply

Your email address will not be published. Required fields are marked *