Uncategorized

ରୋୖପ୍ୟ ଜୟନ୍ତୀ ବର୍ଷରେ ନିମାପଡ଼ା ମହୋତ୍ସବ ୨୦୨୫

Spread It

 ନିମାପଡ଼ା, (ଏ,ପି ନ୍ୟୁଜ)  ୨୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ନିମାପଡ଼ା ମହେତ୍ସବ। ତିନିଦିନ ବ୍ୟାପି ହେବାକୁ ଥିବା ମହୋତ୍ସବ  ଚଳିତ ବର୍ଷ ଦୁଇ ଦିନ ଧରି ମହୋତ୍ସବ ମୁକ୍ତାକାଶ ମଂଚରେ ଅନୁଷ୍ଠିତ ଦେବମହୋତ୍ସବର ଶେଷ ଦିନ ୨୭ ତାରିଖରେ ବଲିଉଡ଼ ଓ ଓଲିଉଡ଼ କଳାକାରକାରମାନେ ବାରବାଟୀ ପଡ଼ିଆରେ ସଙ୍ଗୀତ ପରି‌ବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ମୁକ୍ତାକାଶ ମଂଚରେ ଦୁିଦିନ ଧରି ଜାତୀୟ ସ ସ୍ଥାନୀୟ କଳାକାର ମାନେ ଶାସ୍ତ୍ରୀୟ ନୃତ୍ୟ ପରିବେଷର କରିବେ। ଚଳିତ ବର୍ଷ ୨୫ ବର୍ଷ ପୁର୍ତ୍ତିଅବସରରେ ଏନ,ଏ.ସି ପକ୍ଷରୁ ପଥ ଉତ୍ସବ ଅନୁଷ୍ଠିତ ହେବ। ଉଦଗାଟନ ଦିବସ ଦିନ ଅପରାହ୍ନରେ ସ୍‌ତାନୀୟ ବ୍ଲକ ସାସ୍କୃତିକ ସଂଘ ପକ୍ଷର ଏକ ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡ ଠାରୁ ବାହରି ମହୋତ୍ସବ  ଆସିବ ସ୍ଥାନକୁ ଆସିବ । ଚଳିତ ବର୍ଷ ନିମାପନା ମହୋତ୍ସବକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିବେ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ ଓ ଳୋକସଭା ସଦସ୍ୟମାନେ ତିନିଦିନ ଧରି ଉତ୍ସବରେ  ଉପସ୍ଥିତ ରହିବେ।। ଉଦଘାଟନୀ ସଂଧ୍ୟ୍ୟାରେ ଭାରତ ନାଟ୍ୟମ, ଓଡ଼ିଶୀ ର ମଧୁରଷ୍ଟକମ, ଢେମଶା ନୃତ୍ୟ, କ୍ରିଏଟିଭ ନୃତ୍ୟ, ଦ୍ବିତୀୟ ସଂଧ୍ୟାରେ ଡ଼୍ୟାନ୍ସ ଡ଼୍ରାମା, ମାଲଖମ୍ବ,, ସମ୍ବଲପୁରୀ ନୃତ୍ୟ, ଭାଙ୍ଗଡ଼ା ନୃତ୍ୟ  ଏବଂତୃତୀୟ ସଂଧ୍ୟାରେ  ଓଲିଉଡ଼ ଏବଂ ବଲିଉଡ଼   ନାଇଟ୍ସ ବାରବାଟୀ ହେବ। ଏହି କାର୍ଯ୍ୟକ୍ରମ ରେ ଅଭିଜିତ ଭଟ୍ଟାଚାର୍ଯ୍ୟ, ପ୍ରଜ୍ଞା, ଶଙ୍କର ଯୋଡ଼ି  ଓଲିଉଡ଼ ଅଭିନେତ୍ରୀ ନିକିତା ମିଶ୍ର  ପ୍ରମୁଖ ଯୋଗଦେବେବୋଲି , ହେଲପଲାଇନ ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଲନୀରେ ସଭାପତି ଅକ୍ଷୟ କୁମାର ସାହୁ, ସଂପାଦକ  ନିଗମାନନ୍ଦ ସାହୁ, ଭବାନୀ ଶଙ୍କର ନନ୍ଦ ଏବଂ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ସାସଂଦ ପ୍ରତିନିଧି ମୀନଳତା ମହାନ୍ତି ସୁଚନା ପ୍ରଦାନ କରିଥିଲେ। 

Leave a Reply

Your email address will not be published. Required fields are marked *