ରାଜ୍ୟ

୩୦ତମ ନିମାପଡ଼ା କପ କ୍ରିକେଯ ଟୁଣ୍ଣାର୍ମେଣ୍ଟ ୪, ୨୬ରୁ ଆରମ୍ଭ

Spread It

ନିମାପଡ଼ା,( ଏ.ପି .ନ୍ୟିୁଜ) ନିମାପଡ଼ା ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ୩୦ତମ ନିମାପଡ଼ା କପ ଓ ବିଶିଷ୍ଟ କ୍ରିକେଟ ଖେଳାଳୀ ତାପସ ଦାସଙ୍କ ସ୍ମୃତିରେ ତାପସ ମେମୋରିଆଲ ଚ୍ୟାଲେଞ୍ଚ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁୟାରୀ ୪,୨୦୨୬ରୁ ଉଦଘାଟିତ ହେବ ବୋଳି ଆଜି ସମ୍ବାଦିକ ସମ୍ମିଳନୀରେ କ୍ରିକେଟ ସଂପାଦକ ଅକ୍ଷୟ ବେହେରା ସୁଚନା ଦେଇଛନ୍ତି। ଟୁର୍ଣ୍ଣମେଣ୍ଟର ସମସ୍ତ ମ୍ୟାଚ ବାରବାଟୀ ପଡ଼ିଆରେ ଖେଳାଯିବ। ପ୍ରତିମ୍ୟାଚରେ ମ୍ୟାନଅଫଦିମ୍ୟାଚ, ଏବଂ ଟୁର୍ଣ୍ଣାମେଣ୍ଟର ମ୍ୟାନ ଅଫ ଦି ସିରିଜ, ଶ୍ରେଷ୍ଠବ୍ୟାଟର ଓ ବୋଲରଙ୍କୁ ଙ୍କୁ ପୁରଷ୍କୃତ କରାଯିବସହ ବିଜେତା ଦଳକୁ ୫୦ ହଜାର ଟଙ୍କା ନଗଦ ଏବଂ ଟ୍ରଫି, ଉପ ବିଜେତା ଦଳକୁ ୩୦ ହଜାର ଟଙ୍କା ଟ୍ରଫି ପ୍ରଦାନ କରାଯିବ। ମ୍ୟାଚକୁ ଆର୍କଷଣୀୟ କରାଯିବାପାଇଁ ଫାଇନାଲମ୍ୟାଚରେ ଚିଅରଗାର୍ଲଙ୍କ ବ୍ୟବସ୍ଥା କରାଯାଇଛି। ଉଦଘାଟନୀ ମ୍ୟାଚ ୪,ରେ ପାଓନିଅର ସ୍ପୋଟିଂ,ପୁରୀ ବନାମ ପାରାମାଉଣ୍ଟ ସ୍ପୋଟିଂ, ଭୁବନେଶ୍ବର ୫ରେ ପ୍ରଅଗତି ସ୍ପୋଟିଂ, ଭୁବନେଶ୍ବର ବନାମ ସୋଲାର କ୍ରିକେଟ କ୍ଲବ କଟକ ୬ରେ ପ୍ରଥମ ସେମି ଫାଇନାଲ, ୭ରେ ଖୋର୍ଦ୍ଧାଜିଲା କ୍ରିକେଟ ସଂଘ, ବନାମ ନିମାପଡ଼ା ଆଥଲେଟିକ ଆସୋସିଏସନ। ୮ରେ ପାରାଦ୍ବିପ କ୍ରିକେଟ କ୍ଲବ ବନାମ ରାମେଶ୍ବର ସ୍ପୋଟିଂ , ଭୁବନେଶ୍ବର ୯ରେ ଦ୍ବିତୀୟ ସେମିଫାଇନାଲ, ୧୦ରେ ପବଦର୍ଶନୀ କ୍ରିକେଟ ମ୍ୟାଚ ୧୧ରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *