ରାଜ୍ୟ

Spread It

ସତ୍ୟବାଦୀ(ଏ.ପି ନ୍ୟିୁଜ)ସତ୍ୟବାଦୀ ଅଞ୍ଚଳର ସାମ୍ବାଦିକ ବଡଭାଇନା ନିରଞ୍ଜନ ମିଶ୍ର (ବୁଟୁ ଭାଇନା) ଙ୍କର ଆଜି ବୁଧବାର ସକାଳେ ହାଇଦ୍ରାବାଦ ରେ ପରଲୋକ ହୋଇଛି। ସତ୍ୟବାଦୀ ପ୍ରେସକ୍ଲବ, ପୁରୀ ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ରହିଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ସମ୍ବାଦିକ ମହଲରେ ‌ୋାକର ଛାୟା କେଳିଯାଇଛି। ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସମ୍ନିବାଦିକ ନିରଞନଙ୍କ ମୃତ୍ୟୁରେ   ଶୋକ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *