ଦୈତ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୋହନ ଦାଶଙ୍କ ୩୫ତମ ଜନ୍ମ ଜୟନ୍ତୀ ପାଳନ
ନିମାପଡ଼ା,୧/୧ (ଏପିନ୍ୟୁଜ) ବରେଣ୍ୟ ସ୍ୱାଧିନତା ସଂଗ୍ରାମୀ ନିମାପଡ଼ା ର ଗର୍ବ, ଗୌରବ ଓ ସ୍ୱାଭିମାନ ମୋହନ ଦାସ ଙ୍କ ୩୧ ତମ ପୁଣ୍ୟତିଥି ଅବସରରେ ନିମାପଡ଼ା ର ଗର୍ବ, ଗୌରବ ଏବଂ ସ୍ୱାଭିମାନ ସ୍ୱାଧିନତା ସଂଗ୍ରାମୀ ମୋହନ ଦାସ ଙ୍କ ୩୧ ତମ ପୁଣ୍ୟତିଥି ଅବସରରେ ଦୋଳବେଦୀ ଛକ ସ୍ଥିତ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ସ୍ମୃତିଚାରଣ କରାଗଲା ।ନିମାପଡ଼ା ଦୋଳବେଦୀ ଛକ ସ୍ଥିତ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ଜନଗଣ ଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ସ୍ମୃତିଚାରଣ । ନିମାପଡ଼ା କାକଟପୁର ଯୁଗ୍ମ ନିର୍ବାଚନମଣ୍ଡଳୀ ର ସର୍ବପ୍ରଥମ ବିଧାୟକ ସ୍ୱାଧିନତା ସଂଗ୍ରାମୀ ମୋହନ ଦାସ । ଓଡ଼ିଆ ଚଳଚ୍ଚିତ୍ର, ଟେଲିଭିଜନ ଜଗତର ପ୍ରଖ୍ୟାତ ହାସ୍ୟ କଳାକାର ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ର ଗବେଷକ ସୁଦେବ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିମାପଡ଼ା ରେ କୁଶଭଦ୍ରା ଏବଂ ହରିପୁର ରେ ଭାର୍ଗବୀ ନଦୀ ଉପରେ ପୋଲ ମୋହନ ଦାସ ଙ୍କ ଅବଦାନ । ଲଙ୍ଗଳ ଯାହାର ଜମି ତାହାର” ଗରିବ ଖଟିଖିଆ, ମେହେନତି ମଣିଷ ଙ୍କ ପ୍ରତି ମୋହନ ଦାସ ଙ୍କ ସମର୍ପିତ ଆହ୍ବାନ । ଏମାର ମଠ ରୁ ଖାଅ ମୋହନ ଦାସ ଙ୍କୁ ଭୋଟ ଦିଅ” ନିମାପଡା ମାଟିର କାଳଜୟୀ ଆହ୍ବାନ। ଜମିଦାରୀ ପ୍ରଥା ବିରୁଦ୍ଧରେ ଭାଗଚାଷୀ ଆନ୍ଦୋଳନ ର ମୁଖ୍ୟ କର୍ଣ୍ଣଧାର ସ୍ୱାଧିନତା ସଂଗ୍ରାମୀ ମୋହନ ଦାସ । ଲୋକେ ଏମାର ମଠ ରୁ ଖାଇଲେ, ମୋହନ ଦାସ ଙ୍କୁ ଭୋଟ ଦେଲେ ! “ନିମାପଡା ପାଇଁ କ ଏମାର ମଠ ରୁ ଖାଅ ମୋହନ ଦାସ ଙ୍କୁ ଭୋଟ ଦିଅ” ନିମାପଡା ମାଟିର କାଳଜୟୀ ଆହ୍ବାନ। ଜମିଦାରୀ ପ୍ରଥା ବିରୁଦ୍ଧରେ ଭାଗଚାଷୀ ଆନ୍ଦୋଳନ ର ମୁଖ୍ୟ କର୍ଣ୍ଣଧାର ସ୍ୱାଧିନତା ସଂଗ୍ରାମୀ ମୋହନ ରହିଛି ମୋହନ ଦାସ ଙ୍କ ଅବଦାନ” ନିମାପଡ଼ା ର ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସେନାପତି । ଆଦର୍ଶ ଦାଶ, ବରିଷ୍ଠନାଗରିକ ମଂଚର ପ୍ରମୋଦ ମହାନ୍ତି, ଦଣ୍ଡ ପାଣି ସାହୁ , ପ୍ରତାପ ସାବୁତ, ବେଣୁ ସେନାପତି, ରତିକାନ୍ତ ଉଝା, ବସନ୍ତ ପାତ୍ର ଆଦି ଉପସ୍ଥିତ ଥିଲେ
