ରାଜ୍ୟ

ରାଜ୍ୟ ସରକାର ଙ୍କ ପକ୍ଷରୁ ବିଜ୍ଞପ୍ତି ସରକାର ଲଗାଇବେ ସ୍ମାର୍ଟ ମିଟର

Spread It

 

 ଭୁବନେଶ୍ବର (ଏ.ପି ନ୍ୟୁଜ) ସ୍ମାର୍ଟ ମିଟର ଲଗାଇବା ପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ମୋହର  ‌ବାଜିବା ପରେ  ଶକ୍ତିବିଭାଗ ପକ୍ଷରୁ ନିଷ୍ପତି ନି୍ରାଯାଇଛି. ସ୍ମାର୍ଟ ମିଟର ଲଗାଯିବ । ସ୍ମାର୍ଟ ମିଟର ଲଗାଇବା ପାଇଁ ରାଜ୍ୟ ସରକାର ଏକକାଳୀନ ୭୩୫ ‌କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବେ। ରାଜ୍ୟରେ ଥିବା ୨କିଲୋୱାଟର ୮.୭୫ ଲକ୍ଷ ମିଟରକୁ ବଦଳାଯାଇ ସେହି ସ୍ଥାନରେ ସ୍ମାର୍ଟ ମିଟର ଲଗାଯିବ।। ନୂଆ ସ୍ମାର୍ଟ ମିଟର ଲଗେଇବାକୁ  ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା, ଯେଉଁ ଗ୍ରାକମାନେ ନୂଆ ବିଦ୍ୟୁତ ସଂଯୋଗ ନେବେ  ସ୍ମାର୍ଟ ମିଟର   ଲାଗିବ ସେଥିରେ ରେ ଖର୍ଚ୍ଚ ହେବ ୮୮ କୋଟି ଟଙ୍କା। କୁହାଯାଇଛି ସ୍କାର୍ଟ ମିଟର ଗୁଡ଼ିକ ରାଜ୍ୟ ଦରକାରଙ୍କ ଶକ୍ତି ବିଭାଗ ଅଧିନରେ ରହିବ। ଡ଼ିସକମ ନାମକ ସଂସ୍ଥା ହାତରେ ପରିଚାଳନା ଓ ରକ୍ଷଣାବେକ୍ଷଣ ରହିବ। ଏହା ଖୁବଶିଘ୍ର କାର୍ଯ୍ରକାରୀ କରାଯିବ। ଏଣିକି ମୋବାଇଲ ଭଲି ତଣ୍ଡ ଗଣିବେ ଗ୍ରାହାକ

Leave a Reply

Your email address will not be published. Required fields are marked *