ରାଜ୍ୟ

ପୂର୍ବତନ ବନ ବିଭାଗ ଏସିଏଫଙ୍କୁ ୩ ବର୍ଷ ଜେଲ ଏବଂ ଏକଲକ୍ଷ ଟଙ୍କା ଜରିମନା କଲେ ସ୍ବତନ୍ତ୍ର ଭିଜିଲାନସ କୋର୍ଟ

Spread It

 ପୁରୀ (,ଏ .ପି ନ୍ୟିୁଜ)   ମାନ୍ୟବର ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନସ  ଜଜ୍ ଭୁବନେଶ୍ବର ପୁରୀ ଜିଲାର ପୁର୍ବତନ  ଏ.ସି.ଏଫ ସୁରେଶ ଚନ୍ଦ୍ର ରଥଙ୍କୁ  ଆୟ ବହିର୍ଭୁତ ସମ୍ବତ୍ତି ଠୁଳ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି   ଜେଲ ଓ ଅର୍ଥ ଦଣ୍ଡରେ  ଦଣ୍ଡିତ କରିଛନ୍ତି। ମିଳିଥିବା ସୁଚନାରୁ ପ୍ରକାଶ  ପୂର୍ବତନ ସହକାରୀ ଏସି ଏଫ ସୁରେଶ କୁମାର ରଥଙ୍କ ପୁରୀରେ ଚାକିରି କରିଥିବାବେଳେ  ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିଲେ । ଏହା ବିରୁଦ୍ଧରେ   ଭିଜିଲାସ୍ ବିଭାଗ ୧୯୮୮ରେ  ଏସିଏଫଙ୍କ ବିରୁଦ୍ଧରେ ମାମଲାରୁଜୁ କରିଥିଲା। ଆଜି  ବହୁ ବର୍ଷପରେ  ଏହି ମାମଲାର ବିଚାରପରେ ଭିଜିଲାନସ କୋର୍ଟ ତାଙ୍କର  ରାୟ ପ୍ରକାଶ କରିଛନ୍ତି।  ଏସିଏଫ ସୁରେଶ କୁମାର ରଥଙ୍କ ଉପରେ ମାନ୍ୟବର କୋର୍ଟ  ୩ବର୍ଷ ଜେଲ ଏକ ଲକ୍ଷ ଟଙ୍କା ଜରିମନା ଆଦାୟ ପାଇଁ  ନିର୍ଦ୍ଦେଶ ‌ଦେଇଛନ୍ତିଓ ତାଙ୍କର ପେନସନ ବନ୍ଦପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Leave a Reply

Your email address will not be published. Required fields are marked *