ନିମାପଡ଼ା, ପ୍ରେସ ମକ୍ଲବ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ
ନିମାପଡ଼ା, (ଏ.ପି ନ୍ୟୁଜ) ନିମାପଡ଼ା ପ୍ରେସ କ୍ଲବ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଛି। ପ୍ରେସକ୍ଲବର ନିଜସ୍ବ ଜମି ପ୍ରେସକ୍ଲବ ସଭାପତି ଅକ୍ଷୟ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରି ନିମାପଡ଼ା ବାସୀଙ୍କୁ ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏହି ଉତ୍ସବରେ ସଂପାଦକ ରମାକାନ୍ତ ବେହେରା, ସଂଗଠନ ସଂପାଦକ ସୁଦର୍ଶନ ବେହେରା ଅରୁଣ ମହାପାତ୍ର, ,ଶାନ୍ତନୁ ମହାନ୍ତି, ପ୍ରତାପ ପଣ୍ଡା, ପ୍ରଦ୍ୟୁମ୍ନ ବେହେରା, ଅଶୋକ ବେହେରା ପ୍ରମୁଖ ସମ୍ବାଦିକମାନେ ଉପସ୍ଥିତ ଥିଲେ
