ରାଜ୍ୟ

ଦଶମ ‌ଶ୍ରେଣୀର ଛାତ୍ରୀ ଅପହରଣ ଅଭିଯୋଗ। ପୁଲିସ ଚୁପ ହୋଇବସିଛି

Spread It

 ନିମାପଡ଼ା, (ଏ.ପି ନ୍ୟିୁଜ)  ବଳଙ୍ଗା ଥାନା ଅନ୍ତର୍ଗତ ଉଛୁପୁର ପଞ୍ଚାୟତରେ ଥିବା ଏକ ହାଇସ୍କୁଲରେ ୧୦ମ ଶ୍ରେଣୀର ପାଠ ପଢୁଥିବା ଜୈନିକା ଛାତ୍ରୀଙ୍କୁ ଅପହରଣ କରି  ନିଆଯାଇଥିବା  ଛାତ୍ରୀର ଅଭିଭାବକ ପୁଲିସରେ ଅଭିଯୋଗ କରିଛନ୍ତି।  ଅଭିଯୋଗର  ୪ ଦିନ  ଅତିକ୍ରାନ୍ତ ହୋଇଥିବାବେଳ ଅପହୃତା ନାଁବାଳିକା ଛାତ୍ରୀକୁ ପୁଲିସ  ଉଦ୍ଧାର କରିନାହିଁ । ମିଳିଥିବା ସୁଚନାରୁ ପ୍ରକାଶ ଅପହୃତା ୧୦ମ ଶ୍ରେଣୀର ଛାତ୍ରୀକୁ ତାର ଜଣେ  ସଂପକୀର୍ୟ  ଭାଇ ଅପହରଣ କରିଥିବା ଶୁଣିବାକୁ ମିଳୁଛି। ଜିଲା ପୁଲିସ ଅଧିକାରୀ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି।

Leave a Reply

Your email address will not be published. Required fields are marked *