Uncategorized

ଶିବରାତି ପାଇଁ ଶିବ ମନ୍ଦିର ସଫେଇ

Spread It

 ନିମାପଡ଼ା ( ଏ.ପି ନ୍ୟୁଜ)ଵିତ୍ର ଜାଗର ଉପଲକ୍ଷେ ଆଜି ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ଦ୍ୱାରା କୁଆଁସ ନୀଳକଣ୍ଠେ ସ୍ୱର ମହାଦେବ ମନ୍ଦିର ଚତୃ ପାର୍ଶ୍ୱ ସଫେଇ କାର୍ଯ୍ୟ କାର୍ଯ୍ୟକ୍ରମ ସହିତ.ଓଡିଶା ଜନକଲ୍ୟାଣ ସଂଗଠନ ଦ୍ୱାରା ରକ୍ତବୀର ସନମାନ ରେ ସମ୍ମାନ୍ନିତ ।ଏହି କାର୍ଯ୍ୟକ୍ରମରେ ଉପଦଷ୍ଟା ଜୀବନ ଜୋତି ଶତପଥି, ପ୍ରତାପ ଚନ୍ଦ୍ର ସାହୁ, ବିଚିତ୍ରା ନନ୍ଦ ପାତ୍ର, ସମ୍ପାଦକ ନିର୍ମଳ ପରିଜା କୋଷାଧକ୍ଷ ପ୍ରଦୀପ୍ତ ସ୍ୱାଇଁ, ସଦସ୍ୟ ସୋମିତା ଭାଟିଆ, ଶ୍ରଦ୍ଧାଞ୍ଜଳି ଓଝା, ମିନତୀ ବେହେରା, ତାପସ ସାହୁ,ସତ୍ୟକାନ୍ତ ପ୍ରଧାନ, ଅଲେଖ ସାହୁ ପ୍ରଦୀପ ପତି, ବନିତା ଜେନା, ଅମିତ ପରିଜା ପୁର୍ଣଚନ୍ଦ୍ର ପାଲ, ଦୀପକ ଖଟୋଇ, ଶ୍ରୀଧର ବଳ ଜିତୁ ଖଟୋଇ ପ୍ରମୁଖ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ

Leave a Reply

Your email address will not be published. Required fields are marked *