ରାଜ୍ୟ

ପଵିତ୍ର ଜାଗର ଉପଲକ୍ଷେ ବାବା ବୁଧେଶ୍ୱର ମନ୍ଦିର ସଫେଇ

Spread It

 ନିମାପଡ଼ା( ଏ.ପି .ନ୍ୟିୁଜ) ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ର ସମ୍ପାଦକ ନିର୍ମଳ ପରିଜା ନେତୃତ୍ୱ ରେ ନୟା ସବେରା ୟୁଥ ଟ୍ରଷ୍ଟ ର ସଭ୍ୟ ଓ ଗଡ଼ଅଣ୍ଢୀଆ ଗ୍ରାମର ସଭ୍ୟ ଯଥା ବିଚିତ୍ରା ନନ୍ଦ ପାତ୍ର, ତାପସ ସାହୁ, ଅକ୍ଷୟ ବାବୁ, ଦିଲ୍ଲୀପ ମାହାପାତ୍ର, ଅମିତ ପରିଜା,ସୋମୁ, ପ୍ରିୟାଂଶୁ, ଆଲୋକ, ସୁରୀୟ, ଲାଲା, ସାନୁ, ପୂନୁ, ମିଟୁ ଭାଇ, ସ୍ବେତ ଜେନା, ସୋମ୍ୟରଞ୍ଜନ ଦାସ,ସାଇ ପ୍ରିତମ ପଟନାୟକ, ହାପି,ଆଶୁତୋଷ ହରିଚନ୍ଦନ,ଗୁଡ଼ୁ ଭାଇ ଟୁଟିଆ ଭାଇ ଏହି ପରି ଉଭୟ ମନ୍ଦିର ପ୍ରାଙ୍ଗଣ ସଫେଇ କରିଥିଲେ

Leave a Reply

Your email address will not be published. Required fields are marked *