ଫେବୃଆରୀ ୨୦ରୁ ଠିକାଦାର ସଂଘର ରାଜ୍ୟ ବ୍ୟାପି ଆନ୍ଦୋଳନ
ଭୁବେନେଶ୍ବର (ଏ.ପି ନ୍ୟିୁଜ) ଆସନ୍ତା ୨୦ରୁ ରାଜ୍ୟର ୩ ପ୍ରମୁଖ ଠିକାଦାର ସଂଘ ଟେଣ୍ଡର ସମୟ ସିମା ବୃଦ୍ଧି, ଜରିମନା ଛାଡ଼ ,ଏକ ରାଜ୍ୟ ଏକ ଆଇନ ଖଣିଜ ଦ୍ରବ୍ୟ ସମାସ୍ୟା ଆଦି ୮ ଦଫା ଦାବୀ ପୂରଣ ନହେଲେ ଆନ୍ଦେଳନ କରିବେ ବୋଲି ଚେତାବନି ଦେଇଛନ୍ତି। ରାଜ୍ୟ ବ୍ୟାପି ଠପ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ। ରାଜ୍ୟରେ ୭୦ ହଜାର ଠିକାଦାଦାରମାନଙ୍କ ୩ ପ୍ରମୁଖ ସଂଘର ମିଳିତ ମଚଂ ଏକାଠି ହୋଇ ସରକାରଙ୍କୁ ଚେତାବନି ଦେଇଛନ୍ତି । ଭୁବନେଶ୍ବର ବିଶାଳ ବିକ୍ଷୋବ ପ୍ରଦର୍ଶନ କରାଯିବ
