ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ଉ
ପୁରୀ (ଏପିନ୍ୟୁଜ) -ପୁରୀ ଖାଦ୍ୟ ସୁରକ୍ଷା ଅଧିକାରୀ ରାଜଶ୍ରୀ ପତି ଆଜି ସାକ୍ଷୀଗୋପାଳ ବଜାର ଏବଂ ମନ୍ଦିର ଚାରିପଟେ ଥିବା ଏବଂ କାଦୁଆ ବଜାରାରେ ଥିବା ଖାଦ୍ୟ ପଦା୍ର୍ଥ ଦୋକାନ, ହୋଟେଲ୍ ଗୁଡ଼ିକ ଉପରେ ଚଢ଼ଉ କରି 30 କିଗ୍ରା ଖାଦ୍ୟ ପଦାର୍ଥକୁ ଜବତ କରି ନେଇଛନ୍ତିା ଦୋକାନୀ ମାନଙ୍କ ଠାରୁ 26,500 ଟଙ୍କା ଜୋରୀମାନା ଆଦାୟ କରିଛନ୍ତି ା ଏହି ଜଢ଼ଉରେ ସାକ୍ଷୀଗୋପାଳ ତହସିଲର ଅତିରିକ୍ତ ତହସିଲଦାର, ପୁଲିସ ସାମିଲ ଥିଲେ
