ରାଜ୍ୟ

୨୮ ଲକ୍ଷ ଟଙ୍କା ଠକେଇ ` ଅଭିଯୋଗରେ ଠକକୁ ପୁଲିସ  ଗିରଫ କଲା

Spread It

 ନିମାପଡ଼ା,(ଏ.ପି ନ୍ୟିୁଜ)  ନିମାପଡ଼ା ଅଞ୍ଚଳରୁ  ବିଭିନ୍ନ ଲୋକଙ୍କୁ  ପ୍ରଲୋଭିତ କରି ୨୮ ଲକ୍ଷ ଟଙ୍କା ଠକି‌ନେଇଥିବା ସାଇବର ଥାନାରେ ଅଭିଯୋଗ ହୋଇଥିଲା। ସାଇବର ଥାନା ଅଭିଯୁକ୍ତ ଯୁବକର ମୋବାଇଳ ନମ୍ବରକୁ ଟ୍ରାକିଂକରି ନିମାପଡ଼ା ଥାନା ଅଧିନସ୍ଥ ଅରିଷଣ୍ଢ ପଞ୍ଚାୟତର ବାମଝାଟି ପାଟଣା ଗ୍ରାମର ରାକେଶ ସାହୁ ବୟସ୨୫ ବୋଲି ସାଇବର ପୁଲିସ ଜାଣିପାରିଥିଲେ। ସାଇବର ପୁଲିସର ନିର୍ଦ୍ଦେଶ ଅନୁସାରେ ନିମାପଡ଼ା  ପୁଲିସ ଥାନା କେସନଂ ୪୫ରେ ମାମଲାରୁଜୁକରି  ଅଭଯୁକ୍ତ ରାକେଶ ସାହୁ ସବଇନିସପ୍ଟେର ଦିଲିପ କୁମାର ପଣ୍ଡା ଗିରଫ କରି କୋର୍ଟ ଚାଲଣ କରିଛି। ଏହିମାମଲାରେ  ସଂପୃକ୍ତଥିବା ଜଣେ ମହିଳା ଫେରାରଥିବା ସୁଚନା ମିଳିଛି 

Leave a Reply

Your email address will not be published. Required fields are marked *