ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ନିମାପଡ଼ା, (ଏ.ପି ନିୟୁଜ) କଳିଙ୍ଗ ଇଣ୍ଟର ନ୍ୟାସନାଲ ସ୍କୁଲ ବାର୍ଷିକ ଉତ୍ସବ ବିରାସାତ ଶହୀଦ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଚି। ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ଅତିରିକ୍ତ ତହସିଲଦାର ନିରଞନ ନାୟକ, ମୁଖ୍ୟବକ୍ତାଭାବେ ଶିକ୍ଷାବିତ ନିର୍ମଳ କୁମାର ମିଶ୍ର, କଳିଙ୍ଗ ଇଣ୍ଟରନ୍ୟାସନାଲ ସ୍କୁଳର ନିର୍ଦ୍ଦେଶକ ଛର୍ତୁଭୁଜ ଖୁଣ୍ଟିଆ, କଳିଙ୍ଗ ସ୍କୁଳର ପ୍ରିନସପାଲ ବିଦୋଦ କୁମାର ପାଢୀ, ବୖକୁଣ୍ଠନାଥ ଆଟିଆଇ ର ଅଧ୍ୟକ୍ଷ ଆର୍ତବନ୍ଧୁ ସେନାପତି। କଳିଙ୍ଗ ଇଣ୍ଟର ନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ତାପସ କୁମାର ସେନାପତି ପ୍ରମୁଖ ଯୋଗ ଦେଇ ଛୋଟ ପିଲାମାନ ମନକୁ ନେଇ ଶିକ୍ଷା ଦେବା ଉଚିତ ବୋଳି ଆଳୋଚନା କରିଥିଲେ। ଛୋଟଛୋଟ ପିଳାମାନଙ୍କ ଦ୍ବରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
