ରାଜ୍ୟ

ବଳଙ୍ଗା ପୀଡ଼ିତା ଙ୍କୁ ଶେଷ ଦର୍ଶନ କରି ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ପରିବାର କୁ ଦେଲେ ୫୦ ହଜାର ଟଙ୍କା ର ସହାୟତା।

Spread It
ବଳଙ୍ଗା ପୀଡ଼ିତା ଙ୍କୁ ଶେଷ ଦର୍ଶନ କରି ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ପରିବାର କୁ ଦେଲେ ୫୦ ହଜାର ଟଙ୍କା ର ସହାୟତା
ବଳଙ୍ଗା ,(ସନ୍ତୋଷ ଦାଶ,ଏ ପି ନ୍ୟୁଜ) ପୁରୀ ଜିଲ୍ଲା ବଳଙ୍ଗା ର ନା ବାଳିକା ପୋଡ଼ି ହେବା ପରେ ଦୀର୍ଘ ଦିନ ଧରି ଦିଲ୍ଲୀ ର ଏମ୍ସ ଠାରେ ଚିକିତ୍ସିତ ହେଉଥିଲେ। ତେବେ ଡାକ୍ତର ଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ତାଙ୍କ ର ମୃତ୍ୟୁ ଘଟିଥିଲା। ତାଙ୍କ ମରଶରୀର ଦିଲ୍ଲୀ ରୁ ଭୁବନେଶ୍ଵର ଦେଇ ତାଙ୍କ ଗାଁ ବଳଙ୍ଗା ର ବାୟାବର ରେ ପହଞ୍ଚିବା ପରେ ଅଭିନେତ୍ରୀ ରାଣୀ ପଣ୍ଡା ବାୟାବର ଗାଁ ରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ରାଣୀ ୫୦ ହଜାର ଟଙ୍କାର ସାହାଯ୍ୟ ପ୍ରଦାନ କରିଥିଲେ। କୁମ୍ଭୀର କାନ୍ଦଣା କରୁଥିବା ରାଜନୈତିକ ଲୋକମାନେ ରାଣୀପଣ୍ଡାଙ୍କ ଠାରୁ କିଛି ଶିକ୍ଷିବା ଦରକାର। ଏହି ନିଆଁ ପୋଡ଼ି ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ସେ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *