ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ଦ୍ୱାରା ଆୟୋଜିତ ପବିତ୍ର ରକ୍ଷା ବନ୍ଧନ ଓ ୪ର୍ଥ ରାଜ୍ୟ ସ୍ତରୀୟ ସାହିତ୍ୟ ଉତ୍ସବ
ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ଦ୍ୱାରା ଆୟୋଜିତ ପବିତ୍ର ରକ୍ଷା ବନ୍ଧନ ଓ ୪ର୍ଥ ରାଜ୍ୟ ସ୍ତରୀୟ ସାହିତ୍ୟ ଉତ୍ସବ
ନିମାପଡ଼ା, ୯/୮(ଇମିସ) ଆୟଜକ ନୟାସବେରା ୟୁଥଟ୍ରଷ୍ଟ ଏବଂ ଓଡ଼ିଆ ଭାଷା ସାହିତ୍ୟ ବିଭାଗ, ଓଡିଶା ସରକାର ଓ ସଂସ୍କୃତି ବିଭାଗ ଦ୍ବାରା ମିଳିତ ଭାବେଆୟୋଜିତସାହିତ୍ୟ ଉତ୍ସବରେ ୩୦ ଜିଲାରୁ ୧୫୦ ଜଣ କବିଓ ସାହିତ୍ୟିକ ଅଶଂ ଗ୍ରହଣ କରିଥିଲେ। ଏହି ଉତ୍ସବରେ କବି ଓ ସାହିତ୍ୟିକ ସ୍ବରଚିତ କବିତା ପାଠ କରିଥିଳେ। ଏହି କାର୍ଯ୍ୟକ୍ରମ ରେ ଉପଦେଷ୍ଟା ପ୍ରତାପ ଚନ୍ଦ୍ର ସାବୁତ, ଜୀବନ ଜୋତି ଶତପଥି,,ବିଚିତ୍ରା ନନ୍ଦ ପାତ୍ର,ସମ୍ପାଦକ ନିର୍ମଳ ପରିଜା,ତାପସ ସାହୁ, ସୋମିତା ଭାଟିଆ,ବନିତା ଜେନା, ଶ୍ରଦ୍ଧାଞ୍ଜଳି ଓଝା, ସୁବାଶିଷ ସ୍ୱାଇଁ,ଅକ୍ଷୟ କୁମାର ମଳିକ,ପ୍ରଦୀପ ପତି,ସୋମ୍ୟରାଜନ ଜେନା, ପୁର୍ଣଚନ୍ଦ୍ର ପାଲ,ଅମିତ ପରିଜା, ରାନୀ ପ୍ରିୟଦର୍ଶନି ପତି,ସୋନାଲିଶା ଦାସ, ସୁବ୍ରତ ରଶ୍ମିରେଖା ଜେନା ଉପସ୍ତିତରହି କାର୍ଯ୍ୟକ୍ରମକୁ ପରଚାଳନା କରିଥିଲେ। ସୂଚନା ଯୋଗ୍ୟ ଗୋରୁ ପୂଜନ ଓ ଗୋରୁ ମାନଙ୍କୁ ପିଠା ଖାଇିବାକୁ ଦେବାସହ ପରିବେଶ ସୁରକ୍ଷା ରେ ବୃକ୍ଷର ଆବଶ୍ୟକତା ଥିବାରୁ ବୃଧରେ ରାକ୍ଷଈବନ୍ଧନ କରାଯାଇଥିଲା।(ଫଟ)
