ଦଳବିରୋଧୀ କାମ ପାଇଁ ବିଜେଡି କର୍ମୀ ନିଲମ୍ବିତ
ଭୁବନେଶ୍ବର(ଏପିନ୍ୟୁଜ) ଗୋପ, ସତ୍ୟବାଦୀ ବ୍ଲକ୍ର ୨ ଜଣ କର୍ମୀଙ୍କୁ ଦଳବିରୋଧୀ କାମ ପାଇଁ ବିଜେଡିରୁ ନିଲମ୍ବିତ। ଭାଇସ୍ ପ୍ରେଜିଡେଣ୍ଟ ଶ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳର ପୂର୍ଣ୍ଣ ଚନ୍ଦ୍ର ଦାଶ(ସୋରିଷପଦା, ଗୋପ) ଓ କୃଷ୍ଣ ଚନ୍ଦ୍ର ସ୍ବାଇଁ (ଗେଣ୍ଡମାଳୀ, ସତ୍ୟବାଦୀ) ଦଳ ବିରୋଧୀ କାମ କରିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ।
