ରାଜ୍ୟ ।। ଶ୍ରୀକ୍ଷେତ୍ରରେ ସୁନିଆଁ ଉତ୍ସବ।। September 4, 2025 AajiAdmin Spread Itଆଜି ପବିତ୍ର ଭାଦ୍ରବ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀନଅରରେ ବିଶେଷ ନୀତି ଅନୁଷ୍ଠିତ ହେଉଅଛି । ଆଜି ଠାରୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୬୯ଅଙ୍କ ପ୍ରଚଳନ । ଉତ୍କଳୀୟ ସନ ୧୪୩୩ ସାଲ ଆରମ୍ଭ ।