ଚିର ନିଦ୍ରାରେ କର ପଣ୍ଡିତେ
ଚିର ନିଦ୍ରାରେ ପ୍ରାକ୍ତନ ପଣ୍ଡିତ ୰ଶ୍ରୀଯୁକ୍ତ ଘନଶ୍ୟାମ କର
नैनं छिन्दन्ति शस्त्राणि नैनं दहति पावकः।
न चैनं क्लेदयन्त्यापो न शोषयति मारुतः॥
ଅଶ୍ରୁଳ ବିଦାୟ ଦିବଙ୍ଗତ ପଣ୍ଡିତ ୰ଶ୍ରୀଯୁକ୍ତ ଘନଶ୍ୟାମ କର (କର ପଣ୍ଡିତେ) ତିରୋଧାନ ସମୟ- ତା ୧୩-୦୯-୨୦୨୫, ସମୟ ମଧ୍ୟରାତ୍ର ୧୨.୪୦ ଘଟିକା।
ଗତକାଲି ମଧ୍ୟରାତ୍ର ୧୨.୪୦ ସମୟରେ ଆମକୁ ଛାଡି ଆରପାରିକୁ ଚାଲିଗଲେ ପଣ୍ଡିତ ୰ଶ୍ରୀଯୁକ୍ତ ଘନଶ୍ୟାମ କର, ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ଶଯ୍ୟାଶାୟୀ ଥିଲେ ଶ୍ରୀଯୁକ୍ତ କର। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା।
ଆମର ଆତ୍ମାର ସଦଗତି ହେଉ। ଭଗବାନ ଶୋକସନ୍ତପ୍ତ ପରିବାରକୁ ଏ ଅସମୟରେ ଧର୍ଯ୍ୟ ପ୍ରଦାନ କରନ୍ତୁ। ଓଁ ଶାନ୍ତି
