ରାଜ୍ୟ ବିଜେଡିରୁ ଶ୍ରୀମୟୀ ମିଶ୍ର ସସ୍ପେଣ୍ଡ September 23, 2025 AajiAdmin Spread Itବିଜେଡିରୁ ଶ୍ରୀମୟୀ ମିଶ୍ର ନିଲମ୍ବିତ। ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ନିଲମ୍ବିତ। ସୋଶିଆଲ ମିଡିଆ ଟିପ୍ପଣୀକୁ ନେଇ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ