ରାଜ୍ୟ

ସଦର ମହକୁମାଠାରେ ଅନୁଷ୍ଠିତ ହେବ ଅଭିଯୋଗ ଶୁଣାଣୀ ଦିବସ

Spread It

ପୁରୀ(ଏପିନ୍ୟୁଜ) ଚଳିତ ମାସ ୧୪ ରେ ଅଭିଯୋଗ ଶୁଣାଣୀ ସଦର ମହକୁମା ରେ ପୁରୀ ୧୧/୭ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଚଳିତ ମାସ ୧୪ ତାରିଖରେ ସଦର ମହକୁମା ନିର୍ମାଣ ନିବାସ ସମ୍ମୁଖ ପଡିଆ ଠାରେ ଦିବା ୧୦ ଘଟିକା ରୁ  ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *