କଂଗ୍ରେସ ଦଳ ପକ୍ଷରୁ ସିଦ୍ଧାର୍ଥ ରାଉତରାୟ ବଳଙ୍ଗା ପଡ଼ିତାଙ୍କ ପରିବାରକୁ ସହୟତା ପ୍ରଦାନ
କଂଗ୍ରେସ ଦଳ ପକ୍ଷରୁ ସିଦ୍ଧାର୍ଥ ରାଉତରାୟ ବଳଙ୍ଗା ପଡ଼ିତାଙ୍କ ପରିବାରକୁ ସହୟତା ପ୍ରଦାନ
ନିମାପଡ଼ା, (ଆଜିପର୍ଯ୍ୟନ୍ତ ନ୍ୟୁଜ) ନିମାପଡ଼ା ନିର୍ବାଚନମଣ୍ଡଳୀ କଂଗ୍ରେସର ନେତା ସିଦ୍ଧାର୍ଥ ରାଉତରାୟ ବଳଙ୍ଗାର ନାବାଳିକା ପିଡ଼ିତା କରିବାରକୁ ଆର୍ଥିକ ସହୟତା ପଠାଇଥିବା ସୁଚନା ମିଳିଛି। ନିମାପଡ଼ା ବ୍ଲକ କଂଗ୍ରେସ କର୍ମୀମାନେ ଗୋପିନାଥପୁର ପଚାଂୟତର ସଭାପତି ଅକ୍ଷୟ ବିଶ୍ୱାଳଙ୍କ ନେତୃତ୍ୱରେ ଅବଦୁଲ ଖାଲିକ ଖାଁ, କଲିମୁଦ୍ଦିନଶେଖ ତବାରକ, ଏଜାଜ ଖାଁ. ବିପିନ ବେହେରା, ମନୋଜ ସାହୁ, ବିଦ୍ୟାଧର ମହାରଣା, ଦିଲିପ କୁମାର ବିଶ୍ୱାଳ, ଶେକ ଗୟାମ, ନବମଲିକ ପ୍ରଭୃତି ନୂଆ ଗୋପାଳପୁର ଗ୍ରାମରେ ଥିବା ପିଡ଼ିତାଙ୍କ ଘରେ ପହଁଚି ମାଙ୍କୁ ପିନିଥାର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବାସହ ନେତା ପଠାଇଥିବା ସହୟତା ରାଶି ତାକୁ ପ୍ରଦାନ କରିଥିଲେ। ସରକାର ଏବଂ ପୁଲିସ ବିଭାଗ କୈାଣସି ଏ ପର୍ଯ୍ୟନ୍ତ ଏହି ଲୋମ ହର୍ଷଣ ଘଟଣାର ପରଦା ହଟାଉ ନଥିବା ଅଭିଯୋଗ କରିିଥିଲେ ଏବଂ ରାଜ୍ୟସରକାରଙ୍କ ଭୂମିକା କଡ଼ା ଭାଷାରେ ସମାଲୋଚନା କରିଥିଲେ।
