ବଳଙ୍ଗା ନାବାଳିକା ଘଟଣାର ପର୍ଦାଫାଶ କରିବ ପୋଲିସ୍
୧୫ ଦିନ ପଟେ ଆସନ୍ତା ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡି ଘଟଣାର ଗୁମର ଖୋଲିବ ପୁଲିସ? ଆଜି ଶୁକ୍ରବାର ଦିଲ୍ଲୀ ଏମ୍ସରୁ ବଳଙ୍ଗା ଥାନ ଅଧିକାରୀ ଫେରିବା ପରେ ଏଭଳି କଳ୍ପନାଜାଳ୍ପନା ପ୍ରକାଶ ପାଇଛି l ଯେଉଁମାନେ ପୁଲିସ ତଦନ୍ତକୁ ଦିଗହରା କରିଛନ୍ତି ସେମାନଙ୍କ ବିରୁଦ୍ଧତେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପୁଲିସ ପ୍ରସ୍ତୁତି ଆତମ୍ଭ କରିଥିବା ବିଶେଷସୂତ୍ରରୁ ଜଣାଅପଡ଼ିଛି l
