।ପିଙ୍ଗଳାକ୍ଷୀ ଅର୍ଗାନାଇଜେସନର କଲେଜ ଓ ସ୍ଖୁଲ ପିଲାଏ ପାଳିଲେ ସେବାଦିବସ
ନିମାପଡ଼ା, (ଏ.ପି ନ୍ୟୁଜ) ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ତମଦିବସକୁ ସମଗ୍ର ଦେଶରେ ସେବା ଦିବସଭାବେ ପାଳନ କରିବାସହ ପରିବେଶ ସୁରକ୍ଷା ପାଇଁ ଚାରାରୋପଣ କରିବାକୁ ଆହ୍ବାନ ଦିଆଯାଇଥିଲା। ଏହି ବାର୍ତ୍ତାକୁ ନେଇ ନିକଟସ୍ଥ ତଳଅଣ୍ଢିଆ ବେହେରାସାହି ଠାରେ ଥିବା ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫାୟାର ଅର୍ଗାନାଇଜେସନ ଦ୍ବାରା ପରିଚାଳିତ ବିଇଡ଼ି କଲେଜ ଏବଂ ଏକଲବ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ୭୫ ତମ ଜନ୍ତମ ଦିବସକୁ ସେବା ଦିବସ ପାଳନ କରିଥିଲେ। ଅନୁଷ୍ଠାନକୁ ଲମ୍ବିଥିବା ଥିବା ରାସ୍ତାକୁ ଛାତ୍ୟଛାତ୍ରୀମାନେ ସଫେଇ କରିବାସହ ଚାରା ରୋପଣ କରିଥିଳେ। ଏହି ଅବସରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନିରୋଗ ଏବଂ ଦୀର୍ଘଜୀବନ କାମନାକରି ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରିବାସହ ଦ୍ବିପ ପ୍ରଜ୍ବଳିତ କରିଥିଲେ। ଏହି ସଭାରେ ସଭାପତିତ୍ବ କରି ପ୍ରଧ୍ୟାପକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ , ଅର୍ଗାନାଇଜେସନ ର ସଂପାଦକ ଗଗନ ବିହାରୀ ଦାସ, , କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି ଏବଂ ଏକଲବ୍ୟ ବିଦ୍ୟାଳୟର ଅଧ୍ୟକ୍ଷ ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଲୈାହମାନବ ରୁପେ ପରିଚିତହେବାକୁ ଯାଉଛନ୍ତି। ସେ ଦେଶର ପରିବେଶକୁ ଗୁରୁତ୍ବଦେବା ଓ ସ୍ବଛତା ଉପରେ ଗୁରୁତ୍ବ ଆରୋପ କରିଛନ୍ତି।
