ରାଜ୍ୟ

ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟର ଏନ.ସି.ସି ୟୁନିଟ ପକ୍ଷରୁ ୭୮ତମ ଦିବସ ପାଳିତ

Spread It

 

ନିମାପଡ଼ା, (ଏ.ପି ନ୍ୟିୁଜ) ଆଜି ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳର ଏନସିସି ୟୁନିଟ ପକ୍ଷରୁ ୭୮ ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ ( ଏନସିସି) ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ କଲେଜ ପ୍ରଶାସନିକ ଅଧିକାରୀ ଡ଼. ରବିନ୍ଦ୍ରନାଥ ପାଢୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏନସିସି କ୍ୟାଡ଼େଟ ମାନଙ୍କ ଠାରୁ ଅଭିଭାଦନ ଗ୍ରହଣକରି ପତ୍ତକା ଉତ୍ତୋଳନ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ପୁରାତନ କ୍ୟାଡ଼େଟ ବିକ୍ରମ ପାତ୍ର ଓ ନିରଞନ ସାହୁ ଯୋଗଦେଇଥିଲେ । ଏନସିସି ଅପିସର ଅଧ୍ୟାପକ ସୁବ୍ରତ ମହାନ୍ତି ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *