ରାଜ୍ୟ

ବିଜେଡ଼ିର ୨୯ ତମ ପ୍ରତିଷ୍ଠା ଦିବ ପଳନ

Spread It

ନିମାପଡ଼ା, ୨୬/୧୨(ଏପିନ୍ୟୁଜ) ବିଜୁ ଜନତା ଦଳ ନିମାପଡ଼ା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆଜି ଅପରାହ୍ନରେ ରବିନ୍ଦ୍ର ମଣ୍ଡପ ଠାରେ ୨୯ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥିଭାବେ  ଜିଲା ସଭାପତି ଉମାକାନ୍ତ ସାମନ୍ତରାୟ ଯୋଗଦେଇ ଦଳୀୟ ପତକା ଉତ୍ତୋଳନ କରିଥିଲେ।  ବିଜୁ ଜନତାଦଳ ଭାଙ୍ଗିଯିବାନେଇ  ବିଜେପି ଦଳ ପକ୍ଷରୁ ଅପପ୍ରଚାର କରାଯାଉଛି ତାହାଠିକ ନୁହେଁ। ମୋହନ ସରଖାର ନାରୀମାନଙ୍କୁ ସୁରକ୍ଷା ଦେଇ ପାରୁନାହିଁ। ପ୍ରତିଦିନ ରାଜ୍ୟରେ ନାରୀ ଉପରେ ନିର୍ଯ୍ୟତନା ଧର୍ଷଣ ଖବର ମଣ୍ଡନ କରୁଛି। ବିଜୁ ଜନତିଦଳ ପୁର୍ବଭଳି ଓଡ଼ିଶା ବାସୀ ଓ ନିମାପ୍‌ଡ଼ା ନିର୍ବାଚନମଣ୍ଡଳୀର ଲୋକମାନଙ୍ଗ  ସ୍ବାର୍ଥ ପାର୍ଇ ସଂଗ୍ରାମ ଜାରିରଖିଚି।। ଦଳ ପୁର୍ବଭଳି ମଜଭୁତ ଣହିଛି ନବୀନବାବୁଙ୍କ ନିର୍ଦ୍ଦେଶରେ ଦଳ ପରିଚାଳିତ ହେଉଚି। ଦଳର ନେତ‌ୋ ନବୀନ ବାବୁ।  ପ୍ରତିଷ୍ଠା ଦିବସ ଅବସରରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ୫ଶହରୁ ଉଦ୍ଧ/ କାର୍ଯ୍ୟକର୍ତ୍ତା ପ୍ରତିଷ୍ଠା ଦିବସରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ କସତୁରୀ ବାଳା ସ୍ବାଇଁ, କାଉନସିଲର ଧନୁର୍ଦ୍ଧର ଦାସ, ଜିଲାପରିଷଦ ସଭ୍ୟ ରବିନ୍ଦ୍ର କୁମାର ମଲିକ, ମାନଓ ପ୍ରଧାନ, ପୂର୍ବତନ ଏନ.ଏ.ସି ଅଧ୍ୟକ୍ଷ ଅଜୟ ‌ଭୋଇ,ଭାଗ୍ୟଧର ଖଟେଇ, ଦିଲିପ ପାତ୍ର ପ୍ରମୁଖ ଯୋଗଦେଇ ବିଜେଡ଼ି ଓଡ଼ିଶାବାସୀଙ୍କ ପାଇଁ ସଂଗ୍ରାମ ଜାରି ରକିଛି ବୋଳି କହିଥିଷଳ। ଆଗାମୀ ଦିନରେ ନିମାପଡ଼ା ବାସୀଭ୍କ ସ୍ବାର୍ଥ ପାର୍ଇ ଦଳ ରାଜରାସ୍ତାକୁ ଓହ୍ଲାଇବବୋଳି କାର୍ଯ୍ୟକର୍ତ୍ତମାନେ ବୈଠକରେ ସୁଚନା ଦେିଥିଲେ।

Leave a Reply

Your email address will not be published. Required fields are marked *