ପୂର୍ବତଟ ରେଳପଥ ପକ୍ଷରୁ 250 ନିୟୁତ ଟନ ପଣ୍ୟ ପରିବହନ ରେକର୍ଡ
ପୂର୍ବତଟ ରେଳପଥ ପକ୍ଷରୁ 250 ନିୟୁତ ଟନ ପଣ୍ୟ ପରିବହନ ରେକର୍ଡ : 2024-25ଆର୍ଥିକ ବର୍ଷ ର 11 ଦିନ ପୂର୍ବରୁ 250 ନିୟୁତ ଟନ୍ ପଣ୍ୟ ପରିବହନ ହାସଲ। 250ନିୟୁତ ଟନ୍ ମୂଳ ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳରେ ପ୍ରଥମ ଜୋନ୍। ପୂର୍ବ ରେକର୍ଡକୁ ଅତିକ୍ରମ କରି ଯେକୌଣସି ଜୋନ୍ ଦ୍ୱାରା ସର୍ବାଧିକ ମାଲ ପରିବହନ। ପୂର୍ବତଟ ରେଳପଥ (ECoR) ପୁଣି ଥରେ ପଣ୍ୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି।
Read More