ରାଜ୍ୟ

ପୁରୀ ଜିଲାପାଳ ଚଚଂଲ ରଣାଙ୍କ ସ୍ଥାନରେ ଦିବ୍ୟଜ୍ୟୋତି ପରିଡ଼ା.

Spread It

ନିମାପଡ଼ା, (ଏ.ପି.ନ୍ୟୁଜ) ୨୨ଦିନ ପୁରୀ ଜିଲାପାଳ ଭାବେ କାର୍ଯ୍ୟକରୁଥିବା ଶ୍ରୀଯୁକ୍ତ ଚଚଂଳ ରଣାଙ୍କୁ ହଠାତ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। ତାଙ୍କ ସ୍ଥାନରେ ଗଞାମ ଜିଲାପାଳ ଭାବେ କାର୍ଯ୍ୟକରୁଥିବା ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀକୁ ଅଣାଯାଇଛି। ରଥଯାତ୍ରା ସମୟରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳଚକଟା ଘଟଣା ପରେ ତତକାଳୀନ ଜିଲାପାଳ ସିଦ୍ଧାର୍ଥ ସ୍ୱାଇଁ ହଟାଇ ନିଆଯାଇ ଖୋର୍ଦ୍ଧା ଜିଲାପାଳ ଚଚଂଳ ରଣାଙ୍କୁ ପୁରୀ ଜିଲାପାଳଭାବେ ଦାୟିତ୍ୱ ଦିଆଯାଇଥିଲା। ଶଷ୍ରୀ ରଣା ପୁରୀ ଜିଲା ଇତିହାସରେ ସବୁଠାରୁ ୨୨ଦିନ କାର୍ଯ୍ୟ କରିଥିବା ଜିଲାପାଳ। ଶ୍ରୀ ରଣା ବିଏମସି କମିଶନଭାବେ ନୂତନ ନିଯୁକ୍ତି ପାଇଥିବା ତଥ୍ୟାଭିଜ୍ଞମହଲ ସୁତ୍ରରୁ ପ୍ରକାଶ

Leave a Reply

Your email address will not be published. Required fields are marked *