ପୁରୀ (ଏ.ପି ନ୍ୟିୁଜ) ପୁରୀ,ଜିଲାପାଳ ଜାନୁୟାରୀ ୧୯ ,୨୦୨୬ ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣୀରେ ଯୋଗଦେବେ। ଏବଂ ବ୍ଲକରସାଧାରଣ ଲୋକଙ୍କ ପାଖକୁ ଆସି ଅଭିଯୋଗ ଶୁଣିବେ। ଅଭିଯୋଗ ଶୁଣାଣୀରେ ଜିଲା ପ୍ରଶାସନ ଏବଂ ନିମାପଡ଼ାର ବିଭିନ୍ନଲାଇନ ଡ଼ିର୍ପାଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଅଭିଯୋଗ ଶୁଣାଣୀ ଅଧିକାରୀ ସୁଚନାଦେଇଛନ୍ତି।