Uncategorized

ସିଦ୍ଧାର୍ଥଙ୍କୁ ସମର୍ଥନ କଲେ ଧନୁଆଁ ପଞ୍ଚାୟତ କଂଗ୍ରେସ ସଂଗଠନ

Spread It

ନିମାପଡ଼ା( ଆଜି ପର୍ଯ୍ୟନ୍ତ ନିୟୁଜ) ଆଜି ନିମାପଡ଼ା ବ୍ଲକ ଅନ୍ତର୍ଗତ ଧନୁଆଁ ପଞ୍ଚାୟତର କଂଗ୍ରେସ କର୍ମୀମାନଙ୍କର ଏକ ବୈଠକ ହରିଶପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପଞ୍ଚାୟତ ସଭାପତି ଅବଦୁଲ ଖାଲିକ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ କଂଗ୍ରେସର ଧନୁଆଁ ପଞ୍ଚାୟତରେ କଂଗ୍ରେସ ସାଙ୍ଗଠନିକ ଶକ୍ତି ଉପରେ ଆଲୋଚନା କରାଯିବାସହ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ନେତୃତ୍ବ ପ୍ରତି ଆସ୍ଥାସ୍ଥାପନ କରାଯାଇଛି। ଏହି ବୈଠକରେ ୭୦ ଉର୍ଦ୍ଧ କଂଗ୍ରେସର ଛାମୁଆକର୍ମୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *