ରାଜ୍ୟ

ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀ ପ୍ରସାଦ ରଥଙ୍କ ପରଲୋକ

Spread It

ଭୁବନେଶ୍ବର (ଏ.ପି ନିୟୁଜ) ଡ଼ିଜେର ଉତ୍କଟ ଶବ୍ଦରେ ଚାଲିଗଲା ବର୍ଷିୟାନ ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ। ହୃଦରୋଗରେ ଆକ୍ରାନ୍ତହୋଇ ନିଜ ପାରଦ୍ବୀପ ଗଡ଼ ବାସଭବନରେ ବିଶ୍ରାମ ନେଉଥିଲେ। ବୋଇତ ବନ୍ଦାଣ ଉତ୍ସବ ପାଇଁ ୫ଟି ଡ଼ିଜେ ପ୍ରୋଶେସନ କରି ଦେବୀରଥଙ୍କ ବାସଭବନ ବାଟଦେଇ ବୋଇତ ବନ୍ଦାଣ ଉତ୍ସବ ସ୍ଥଳକୁ ଯାଉଥିଲା। ରାତି ୩ଟା ବେଳକୁ ତାଙ୍କ ପରିବାର ଲୋକ ଯେତେ ନେହୁରା ହେଲେ ମଧ୍ୟ ନିଜେ ଶବ୍ଦ ବନ୍ଦ କରିନଥିଲେ । ଡ଼ିଜେର ୧୨୦ ଡ଼େସିମିଲରୁ ଉର୍ଦ୍ଧର ଉତ୍କଟ ଶବ୍ଦ ସହିନପାରି କଳାକାର ଦେବୀ ରଥଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା ମୃତ୍ୟୁ ବେଳକୁ ଦେବୀ ରଥଙ୍କୁ ୭୨ ବର୍ଷ ହୋଇଥିଲା। ସେ ୪୨ ବର୍ଷ ଧରି ଯାତ୍ରାପାର୍ଟିରେ ଅଭିନୟ କରିଆସୁଥିଲେ ଏବଂ ଅଭିନୟର ସ୍ବତନ୍ତ୍ର ଛାପ ଛାଡ଼ି ଚାଲିଯାଇ

Leave a Reply

Your email address will not be published. Required fields are marked *