ରାଜ୍ୟ

ଦୁର୍ଗାମାଧବ ମନ୍ଦିରର ହେଡ଼ଟାରି ଟ୍ରଷ୍ଟିଙ୍କ ସ୍ମୃତି ସଭା

Spread It
 
ଚାରିଛକ,(ଏ.ପି ନ୍ସୟିୁଜ,ନ୍ତୋଷ ଦାଶ) ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଦୂର୍ଗାମାଧବ ମନ୍ଦିର ର ହେଡ ଟାରି ଟ୍ରଷ୍ଟି ସ୍ୱର୍ଗତ ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ ଙ୍କ ଏକାଦଶାହରେ ଏକ ସ୍ମୃତିସଭା ତୁଳସୀପୁର ସ୍ଥିତ ଜୟ ଦୂର୍ଗା କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି । ତୁଳସୀପୁର ଗ୍ରାମ କମିଟି ସଭାପତି ତଥା ସମାଜସେବୀ ବନ ବିହାରୀ ଦାଶ ଏହି ସ୍ମୁତିସଭା ରେ ସଭାପତିତ୍ବ କରିଥିଲେ। ପ୍ରଥମେ ତାଙ୍କ ଆତ୍ମା ର ସଦଗତି ପାଇଁ ଏକ ମିନିଟ ନିରବ ପାର୍ଥନା କରାଯାଇଥିଲା । ସ୍ୱର୍ଗତ ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ ଜଣେ ନିଷ୍ଠାପର ,ଧାର୍ମିକ, ଜଗନ୍ନାଥ ପ୍ରେମୀ  ,ସହୃଦୟ  ବ୍ୟକ୍ତି ହୋଇ ଥିବାବେଳେ ଦୂର୍ଗାମାଧବ ମନ୍ଦିର ର ସମସ୍ତ କାର୍ଯ୍ୟ ନିଷ୍ଠାପର ଭାବେ ତୁଲାଉ ଥିଲେ ବୋଲି  ଅତିଥି ମାନେ ମତ ବ୍ୟକ୍ତ  କରିଥିଲେ  । ଏହି ସ୍ମୃତିସଭାରେ ସ୍ଵର୍ଗତ ଗୋସ୍ୱାମୀ ଙ୍କ ଏକମାତ୍ର ପୁତ୍ର ଚନ୍ଦନ ଦେବ ଗୋସ୍ୱାମୀ ଓ ବନ୍ଧୁ ,ପରିବାର ଙ୍କ ସହିତ ମାଧବାନନ୍ଦ ଟ୍ରଷ୍ଟି ର ଉପଦେଷ୍ଟା ରାମକୃଷ୍ଣ ମହାପାତ୍ର , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଜ୍ଜବର ମୁଦୁଲି ,ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର ,ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ମିତ୍ର , ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ ,ମାଧବାନନ୍ଦ ବିକାଶ ସମିତି ସଭାପତି ବନ ରଞ୍ଜନ ପଟନାୟକ , ସମ୍ପାଦକ ସତ୍ୟନାରାୟଣ ଦାସ , କୋଷାଧ୍ୟକ୍ଷ ମିନାକ୍ଷୀ ପୃଷ୍ଟି , ମାଧବାନନ୍ଦ ବିକାଶ ପରିଷଦ ର ସମ୍ପାଦକ ତ୍ରିଲୋଚନ ପୁଷ୍ପାଳକ , ନିଆଳି ଯାଦବ ମହାସଭାର ସମ୍ପାଦକ ତ୍ରିଲୋଚନ ବେହେରା , ମାୟାଧର ଦାସ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ କାହ୍ନୁ ଚରଣ ବେହେରା , ଚାରିଛକ ପ୍ରେସ କ୍ଳବ ସଭାପତି ପ୍ରଫୁଲ୍ଲ କୁମାର କର, କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ଦାସ,ସମ୍ପାଦକ ଡକ୍ଟର କେଦାରନାଥ ସାହୁ , ସାମ୍ବାଦିକ ପ୍ରଫୁଲ୍ଲ କୁମାର ସାହୁ ,ବସନ୍ତ କୁମାର ମଲ୍ଲ,ଶିଶିର ସ୍ୱାଇଁ ,ବିଜୟ କୁମାର ବେହେରା ସନ୍ତୋଷ କୁମାର ଦାଶ ,  ପ୍ରଶାନ୍ତ କୁମାର ସାହୁ ,ଦେବ ନାୟକ ,ସରୋଜ ବେହେରା , ସନ୍ତୋଷ ତ୍ରିପାଠୀ ,ଶଶାଙ୍କ ଦେବ ଗୋସ୍ୱାମୀ ,ଆଦିତ୍ୟ ଦେବ ଗୋସ୍ୱାମୀ , ପୂର୍ଣଚନ୍ଦ୍ର ପୁଷ୍ପାଳକ , ଅନନ୍ତ ଚରଣ ପାତ୍ର ,ଏକାନ୍ତ ଆଶ୍ରମର ନନ୍ଦ ବାବା ,ତ୍ରିଲୋଚନ କର , ବରିଷ୍ଠ ସାମ୍ବାଦିକ ମିଲନ ମହାନ୍ତି ,ସୁକାନ୍ତ ସାହୁ ,ମନରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଗୋସ୍ବାମୀ ଙ୍କ ସ୍ମୃତି ଚାରଣ କରିଥିଲେ

Leave a Reply

Your email address will not be published. Required fields are marked *