Uncategorized

ନିମାପଡ଼ା ଅବକାରୀ ପୁଲିସ ପକ୍ଷରୁ ମିଳିତ ଚଢଉ। ୧୨୫ ଗ୍ରାମ ବ୍ରାଉନ ସୁଗାର ,କାର, ଏବଂ ନଗଦ ଟଙ୍କା ଜବତ

Spread It

ନିମାପଡ଼ା (ଏ.ପି ନିୟୁଜ),  ନିମାପଡ଼ା ଅବକାରୀ ଥାନା ଅଧିକାରୀ ପ୍ରଭାକର ସେଠୀ , ନିମାପଡ଼ା ଓ କୋଣାର୍କ ଅବକାରୀ ପୁଲିସ ମିଳତଭାବେ ବଳଙ୍ଗା ଥାନା ଅନ୍ତର୍ଗତ ହରିପୁର ବଜାର ଉପରେ ଚଢଉକରି ବଳରାମ ସାହୁ ନାମକ ବ୍ରାଉନ ସୁଗାର ବେପାରୀକୁ ଧରିବାସହ ତାଠାରୁ ୧୨୫ ଗ୍ରାମର ବ୍ରାଉନସୁଗାର ବ୍ୟବସାରେ ଲାଗତିଥିବା ମାରୁତି ଅଲଟୋ କାର ଓଆର ୦୨ ଏମ ୧୧୭୭ ଗୋଟିଏ ମୋବାଇଲ ଫୋନ ୨୨ଶହ ଟଙ୍କା ଜବତ କରି ଅଭିଯୁକ୍ତ ଗିରଫକରି ୭୪/୨୫-୨୬ରେ ମାମଲାରୁଜୁକରି ଅଭିଯୁକ୍ତ ବଳରାମଙ୍କୁ  କୋର୍ଟ ଚାଲଣ କରିଛି ଜାମିନ ନାମଜୁଂ ହେବାରୁ ଜେଲ ହାଜତକୁ ପଠାଇଦିଆଯାଇଛି।

Leave a Reply

Your email address will not be published. Required fields are marked *