ନ୍ୟାୟଦେବା ପରିବର୍ତ୍ତେ ବଳଙ୍ଗା ପୁଲିସ ଅଭିଯୋଗକାରୀକୁ ବିବାଦୀୟ ସ୍ଥାନକୁ ନଯିବା ପାଇଁ ଚାପ
ନିମାପଡ଼ା,(ଏ.ପି ନ୍ୟିୁଜ) ବଲଙ୍ଗାଥାନା ଅନ୍ତର୍ଗତ ଗଡ଼ଚାନ୍ଦପୁର ରାଉତରା ସାହିର ଭବାନୀ ଶଙ୍କର ବେହେରାଙ୍କ ଘର ନିକଟରେ କିଛି ଜମି ରହିଛି। ଏହି ଜମି ଉପରେ ଭବାନୀ ଦାବୀକରି ତହସିଦାରଙ୍କ ନିମାପଡ଼ା ଓ ଜିଲାପାଳ ଙ୍କ ନିକଟରେ ମାମଲାରୁଜୁ କରିଛନ୍ତି । ତାଙ୍କ ପଡ଼ୋଶୀ ଅଭିଯୋଗକାରୀ ଭବାନୀ ଙ୍କ ଘରେ ପାଖରେ ଏକ କୁକୁନା ଫାର୍ମ କରିଚନ୍ତି କୁକୁଡ଼ା ମଳ ଭବାନୀଙ୍କ ଚଳ ପ୍ରଚଳ ହେଉତିବାଘର ନିକଟରେ ପକାଉଛନ୍ତି। ଫଳରେ କୁକୁଡ଼ା ମଳ ଦୁର୍ଗନ୍ଧରେ ପରିବାର ଅତିଷ୍ଠ ହୋଇ ପଡ଼ି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଝିଲା ଏସ.ପି ଏହି ଝଟଣା ବୁଝିବା ପାଇଁ ବଳଙ୍କା ଥାନା ଅଧିକାରୀଙ୍କ ନିକଟକୁ ବିଚାର କରିବାପାଇଁ ପଠାଇ ଦେଇଛନ୍ତି। ଅଭିଯୋଗକାରୀ ଭବାନୀ ବଲଙ୍ଗା ଥାନା ଅଧିକାରୀଙ୍କ ନିକଟରେ ହାଜର ହୋଇ ଏସ.ପି ଦେଇଥିବା ଅଭିଯୋଗ ପପ୍ରକଷ୍ଟର ପତ୍ର ଦେଖାଇବାରୁ ବଳଙ୍ଗା ଥାନା ଅଧିକାରୀ ଭବାନୀକୁ କହିଷଳ ଥାନାରେ ଷଲଖିଦେି ଯାଅ ସେହି ସ୍ଥାନକୁ ଆଉ ଯିବୁନାହିଁ। ପ୍ରତିପକ୍ଷ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ତାଙ୍କର ଜଣେ ସମ୍ପର୍କୀୟ ବଳଙ୍ଗା ଥାନାରେ ହୋମଗାର୍ଡ଼ ଚାକିରି କରୁଥିବାରୁ ବଲଙ୍ଗା ପୁଲିସ ପକ୍ଷ ପାତିତା କରୁଥିବା ଭବାନୀ ଶଙ୍କର ବେହେରା ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସେ ପୁଲିସ ନିର୍ଦ୍ଦେଶକଙ୍କୁ ପତ୍ର ମାଧ୍ୟମରେ ନ୍ୟାୟପାଇଁ ଦାବୀ କରିଛନ୍ତି। ଜନବସତି ଅଞ୍ଚଳରେ କକୁଡ଼ା ଫାର୍ମ କରିବା ଦ୍ବାରା ମହାମାରି ବ୍ୟାପିବା ଆଶଙ୍କା ରହିଛି ଏବଂ ଦୁର୍ଘନ୍ଧ ଯୋଗୁଁ ରୋଗୀଏବଂ ବୟସ୍କା ନାଗରିକମାନେ ଅଧିକ ରୋଗ ଗ୍ରସ୍ତ ହୋଇପଡ଼ିଥାନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। କୁକୁଡ଼ା ଫାର୍ମ କରିବାପାଇଁ ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ଼ ନିକଟରୁ ଅନୁମତି ଆଣିବାକୁ ହୋଇଥାଏ। ପ୍ରଦ୍ୟୁଷର ବୋର୍ଡ଼ର କଡ଼ା ନିୟମ ରହିଛି ଏହାକୂ ଫାର୍ମ ମାଲିକ ପାଳନ କରୁଛନ୍ତିକି ନାହିଁ ତାହାର ତଦାରଖ କରିବାର ଆବଶ୍ୟକତା ରହିଛି। ପୁଳିସ ଅବହେଲା ସଂପର୍କରେ ଯୋଗାଯୋଗକରିବାକୁ ଚେଷ୍ଯା କରାଯାଇଥିଲା କିନ୍ତୁ ଯୋଗାଯୋଗ ହୋଇପାରିନାହିଁ
